Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏମିତି ସେବା ଦିଅ ଯେ ଯାତ୍ରୀ ହସି ହସି ଓହ୍ଲାଇବେ, କେନ୍ଦ୍ର ରେଳମନ୍ତ୍ରୀ ପିତାମାତାଙ୍କ ନିଆରା ବାର୍ତା

by ସଞ୍ଜୟ ସ୍ୱାଇଁ
October 3, 2021
in State
ଏମିତି ସେବା ଦିଅ ଯେ ଯାତ୍ରୀ ହସି ହସି ଓହ୍ଲାଇବେ, କେନ୍ଦ୍ର ରେଳମନ୍ତ୍ରୀ ପିତାମାତାଙ୍କ ନିଆରା ବାର୍ତା
147
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ପୁଣିଥରେ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି। ନିଜ ଘର ରାଜସ୍ଥାନକୁ ଯାଇଥିବା ସମୟରେ ପିତାମାତାଙ୍କୁ ଭେଟି ଆର୍ଶୀବାଦ ନେଇଥିଲେ। ଏହି ସମୟରେ ତାଙ୍କ ପିତାମାତା ନିଆରା ବାର୍ତା ଦେଇଛନ୍ତି। ସେମାନେ କହିଛନ୍ତି ଯେ ପୁଅ ତୁମେ ଏପରି ସେବା କରିବା ଉଚିତ ଯେ ଟ୍ରେନରେ ଚଢ଼ୁଥିବା ପ୍ରତ୍ୟେକ ଯାତ୍ରୀ ହସି ହସି ଟ୍ରେନ୍‌ରୁ ଓହ୍ଲାଇବେ। ନିଜ ଯାତ୍ରା ସଫଳ ହୋଇଛି ବୋଲି କହିବେ। ଆମମାନଙ୍କ ଆର୍ଶୀବାଦ ସର୍ବଦା ତୁମ ଉପରେ ରହିଛି। ଖୁସିରେ ରୁହ, ଭାରତୀୟଙ୍କ ସେବା ଜାରି ରଖ। ପିତାମାତାଙ୍କୁ ସାକ୍ଷାତ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଦେଶର ସେବା କରିବା‌ ଦାୟିତ୍ବ ମିଳିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ପରିବାରରୁ ମିଳିଥିବା ସଂସ୍କାର ପାଇଁ ଆଜି ଏଠାରେ ପହଞ୍ଚିଛି। ପିତାଙ୍କର ଆର୍ଶୀବାଦ ଯୋଗୁଁ ଏହା ସମ୍ଭବ ହୋଇପାରିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!