Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗର୍ଭପାତ ପାଇଁ ୭ ହଜାର ଟଙ୍କା ଦାବି କଲେ ଡାକ୍ତର ଓ କର୍ମଚାରୀ

by ସଞ୍ଜୟ ସ୍ୱାଇଁ
October 1, 2021
in State
ଗର୍ଭପାତ ପାଇଁ ୭ ହଜାର ଟଙ୍କା ଦାବି କଲେ ଡାକ୍ତର ଓ କର୍ମଚାରୀ
97
VIEWS
Share on FacebookShare on Twitter

ସୋର, (ବାଘୁଆବାର୍ତ୍ତା): ସୋର ଡାକ୍ତରଖାନାରେ ୭ ହଜାର ଟଙ୍କାରେ ହେବ ଗର୍ଭପାତ । ଏମିତି କହିଲେ ଡାକ୍ତରଖାନାର ଡାକ୍ତର । ଡାକ୍ତରଖାନା କର୍ମଚାରୀ ମାଗିଲେ ଟଙ୍କା । ଘଟଣା ଲୋକଲୋଚନକୁ ଆସିବା ପରେ ଫେରାଇଲେ ଅଗ୍ରୀମ ଦୁଇ ହଜାର ଟଙ୍କା । ଗରିବ ଗୁରୁବା ଡାକ୍ତରଙ୍କୁ ଭଗବାନ ମନେ କରି ନିଜକୁ ଓ ସମ୍ପର୍କୀୟମାନଙ୍କୁ ଚିକିତ୍ସା ପାଇଁ ଦେଖାଇଥାନ୍ତି । ରାଜ୍ୟ ତଥା ଦେଶରେ ସରକାରୀ ଡାକ୍ତରଖାନାରେ ମାଗଣାରେ ଅସ୍ତ୍ରୋପଚାର ହେଉଛି । ହେଲେ ସୋର ଡାକ୍ତରଖାନାରେ ସରକାରୀ କର୍ମଚାରୀ ଓ ଡାକ୍ତର ମିଳିତଭାବେ ଜଣେ ପଛୁଆ ଗରିବ ବର୍ଗର ଯୁବକଙ୍କ ସ୍ତ୍ରୀର ଗର୍ଭପାତ ପାଇଁ ୭ ହଜାର ଟଙ୍କା ଦାବି କରି ଆଗୁଆ ଦୁଇ ହଜାର ଟଙ୍କା ନେବା ପରେ ୫ ହଜାର ଟଙ୍କା ପଛରେ ନେବା ଯୋଜନା ଫସର ଫାଟିଛି । ସୂଚନାଯୋଗ୍ୟ ଯେ, ତେଣ୍ଟେଇ ଶୂଳଗାଁର ଅକ୍ଷୟ ମଲ୍ଲିକଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସୋର ଡାକ୍ତରଖାନାରେ ଭର୍ତ୍ତି ହେବାରୁ ଡ. ସାଗର ମହାପାତ୍ର ଗର୍ଭନଷ୍ଟ ହୋଇଥିବାର ପ୍ରକାଶ କରିଥିଲେ । ରୋଗୀ ଦେଖି ୭ ହଜାର ଟଙ୍କା ଖର୍ଚ୍ଚ ହେବ କହିଥିଲେ । ପରେ ଡାକ୍ତରଖାନାର କର୍ମଚାରୀ ଶମ୍ଭୁନାଥ ସାହୁ ଅଗ୍ରୀମ ଦୁଇ ହଜାର ଟଙ୍କା ନେଇଥିଲେ ପରେ ୫ ହଜାର ଟଙ୍କା ଦେବାକୁ କହିଥିଲେ । ପରେ ଅକ୍ଷୟ ଘଟଣାକୁ ନେଇ କିଛି ଲୋକଙ୍କୁ କହିବା ସହିତ ଅଭିଯୋଗ ମଧ୍ୟ କରିଥିଲେ କ୍ଷ ଡାକ୍ତରଖାନା ସୁପରିଟେଣ୍ଡେଣ୍ଟ ତଦନ୍ତ କରାଯିବ ବୋଲି କହିଛନ୍ତି । ଆଗୁଆ ଟଙ୍କା ନେଇଥିବା କର୍ମଚାରୀ ସତ ମାନିଥିବାର ଡାକ୍ତରଖାନାରେ ସ୍ଵାସ୍ଥ୍ୟ ସେବା ନାମରେ ରୋଗୀଙ୍କୁ ଶୋଷଣ କରାଯାଉଥିବାର ସାଧାରଣରେ ଅଭିଯୋଗ ହୋଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!