Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ ଜଣ ହୋଟେଲ ବୟଙ୍କୁ ଗାଳିଗୁଲଜ କରିବା ଓ ଦରମା ଦେଉନଥିବା ଅଭିଯୋଗ

by ସଞ୍ଜୟ ସ୍ୱାଇଁ
October 1, 2021
in Feature News
୨ ଜଣ ହୋଟେଲ ବୟଙ୍କୁ ଗାଳିଗୁଲଜ କରିବା ଓ ଦରମା ଦେଉନଥିବା ଅଭିଯୋଗ
48
VIEWS
Share on FacebookShare on Twitter

ଆନନ୍ଦପୁର, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ଘଷିପୁରା ଲକ୍ଷ୍ମୀ ବଜାରରେ ଥିବା ମା’ ହୋଟେଲ ମାଲିକ ମଧୁସୁଧନ ସାହୁଙ୍କ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ । ହୋଟେଲରେ କାମ କରୁଥିବା ୨ ଜଣ ହୋଟେଲ ବୟଙ୍କୁ ଗାଳିଗୁଲଜ କରିବା ଓ ଦରମା ଦେଉନଥିବା ଅଭିଯୋଗ ହୋଇଛି । ଫଳରେ ମାଲିକଙ୍କ ଗାଳିଗୁଲଜରେ ଅତିଷ୍ଠ ହୋଇ ମୟୂରଭଞ୍ଜ ଅଞ୍ଚଳର ଏହି ଦୁଇ ଜଣ ଶୁକ୍ରବାର ଲୁଚିକରି ହୋଟେଲ ଛାଡି ପଳାଉଥିଲେ । ଆନନ୍ଦପୁର ବସଷ୍ଟାଣ୍ଡରେ ବସରେ ବସି ଘରକୁ ଯାଉଥିବା ଏହି ଦୁଇ ଜଣଙ୍କ ଖବରପାଇ ହୋଟେଲ ମାଲିକ ମଧୁସୁଦନ ଓ ରୋଷେୟା ଯାଇ ଟଣା ଓଟରା କରି ଜୋରଜବରଦସ୍ତ ହୋଟେଲକୁ ଆଣିବାକୁ ଚେଷ୍ଟା କରିବା ସହ ରୋଷେୟା ପିଲାଙ୍କୁ ମାଡ ମାରିଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ହସ୍ତକ୍ଷେପ କରି ଘଟଣା ବୁଝିବା ସମୟରେ ସୁଯୋଗ ଦେଖି ହୋଟେଲ ମାଲିକ ଖସି ପଳାଇଥିଲେ । ସ୍ଥାନୀୟ ଲୋକେ ରୋଷେୟା ଓ ୨ ଜଣଙ୍କୁ ପୋଲିସର ଜିମା ଦେଇଛନ୍ତି । ଆନନ୍ଦପୁର ପୋଲିସ ଏହି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛି । ଗତ ମାସ ୧୧ ତାରିଖରେ ମାତ୍ର ୫ ଟଙ୍କା ଦେଇ ନପାରିବାରୁ ସଂପୃକ୍ତ ହୋଟେଲ ମାଲିକ ଜଣେ ଗ୍ରାହକଙ୍କୁ ବିଚ୍ ରାସ୍ତାରେ ଗଡାଇ ତଡାଇ ମାଡ ମାରିଥିଲେ । ଯାହାର ଭିଡିଓ ଭାଇରାଲ୍ ହେବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!