Wednesday, July 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁନାମଧନ୍ୟ ଶିକ୍ଷକ ନବ କିଶୋର ପଲାଇଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ତଥା ସ୍ମୃତି ଚାରଣ ସଭା

by ସଞ୍ଜୟ ସ୍ୱାଇଁ
September 30, 2021
in State
ସୁନାମଧନ୍ୟ ଶିକ୍ଷକ ନବ କିଶୋର ପଲାଇଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ତଥା ସ୍ମୃତି ଚାରଣ ସଭା
78
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ବ୍ଲକ ବରାଙ୍ଗ ଗ୍ରାମର ସୁନାମଧନ୍ୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ୰ ନବ କିଶୋର ପଲାଇଙ୍କ ପ୍ରଥମ ବାର୍ଷିକ ସ୍ମୃତି ଚାରଣ ସଭା ତାଙ୍କ ଜନ୍ମ ସ୍ଥାନ ବରାଙ୍ଗରେ ଅନୁଷ୍ଠିତ ହୋଇ ଯାଇଛି।ଏହି ସ୍ମୃତି ଚାରଣ ସଭାରେ ଅବସର ପ୍ରାପ୍ତ ଶିକ୍ଷକ ବାବାଜୀ ଚରଣ ସାମଲ ସଭାପତିତ୍ବ କରି ଥିବା ବେଳେ ପଣ୍ଡିତ ସଂଗ୍ରାମ ଆଚାର୍ୟ୍ୟ, ଇଂ ଅଭୟ ସୁତାର, ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି, ଧାମନଗର କଲେଜ ଅଧ୍ୟକ୍ଷ ତଥା ରାଜ୍ୟ ସାହିତ୍ୟ ଏକାଡେମୀ ସଦସ୍ୟ ପବିତ୍ର ପାଣିଗ୍ରାହି, ପଣ୍ଡିତ ଦୈତାରୀ ମହାପାତ୍ର, ବି.ଜେ.ପି. ନେତା ଡାକ୍ତର ପ୍ରଦୀପ ନାୟକ, ବି.ଜେ.ପି.ଜିଲ୍ଲା ସଭାପତି ହେମନ୍ତ କୁମାର ପାଢୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ୰ ପଲାଇଙ୍କର ସ୍ମୃତି ଚାରଣ କରି ବ୍ୟକ୍ତିଗତ ଅନୁଭୁତି ବଖାଣି ଥିଲେ। ପ୍ରଶାନ୍ତ କୁମାର ତ୍ରିପାଠି ସଭା ପ୍ରାରମ୍ଭରେ ବେଦ ପାଠ କରି ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିବକ୍ତା ଗଦାଧର ବଳ ଅତିଥି ପରିଚୟ ପ୍ରଦାନ କରିବା ତାଙ୍କ ଜୀବନୀ ଉପରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ। କେଦାରପୁର ସରପଞ୍ଚ ଭରତ ତ୍ରିପାଠି, ଅବସର ପ୍ରାପ୍ତ ଶିକ୍ଷକ ତଥା ସହକର୍ମ୍ମୀ ସୁରେନ୍ଦ୍ର ବିଶ୍ବାଳ, ବି.ଜେ.ଡି ଦଳର ଚାନ୍ଦବାଲି ଅଂଚଳର ନେତା ରବିନ୍ଦ୍ର ନାୟକ, ଶିକ୍ଷକ ଶରତ ନାୟକ ଅବସରପ୍ରାପ୍ତ ବି.ଏସ.ଏନ.ଏଲ ଏସ.ଡି.ଓ. ଭାଷ୍କର ଚନ୍ଦ୍ର ଜେନା, ପ୍ରାକ୍ତନ ଛାତ୍ର ବସନ୍ତ ମହାନ୍ତି , ଲକ୍ଷ୍ମଧର ମହାପାତ୍ର ପ୍ରମୁଖ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରି ଥିଲେ। ୰ ପଲାଇଙ୍କ କନିଷ୍ଠ ପୁତ୍ର ଅଜୟ କୁମାର ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!