Wednesday, July 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାପାଳ ବିଡିଓ ମାନଙ୍କୁ ଦେଲେ ୬ ସୃତି ମନ୍ତ୍ର

by ସଞ୍ଜୟ ସ୍ୱାଇଁ
September 30, 2021
in Nayagarh, State
ନୟାଗଡ଼ରେ ଆଜିଠାରୁ ନାଇଟ କର୍ଫ୍ୟୁ  ଓ ୧୪୪ : ଜିଲ୍ଲାପାଳ
1.4k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ଅଧକ୍ଷ୍ୟତା ରେ ଏକ ସ୍ୱତନ୍ତ୍ର ବୈଠକ ଜିଲ୍ଲା ର ବିଡ଼ିଓ ମାନଙ୍କ ସହିତ ଭରଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ଏହି ବୈଠକ ରେ ଜିଲ୍ଲାପାଳ ଡ଼ଃ ଟୁଡୁ ୬ଟି ଗୁରୁତ୍ୱପୂର୍ଣ୍ଣ ଵିଷୟ ରେ ଆଲୋଚନା କରିଥିଲେ। ପ୍ରଥମତଃ ଡିସେମ୍ବର ମାସ ସୁଦ୍ଧା ସମସ୍ତ ମିଶନ ଶକ୍ତି ଗୃହ କାର୍ଯ୍ୟ ଶେଷ କରିବା । ଆମ ଗାଁ ଆମ ବିକାଶ ଯୋଜନା ରେ ଆରମ୍ଭ ହୋଇଥିବା କାର୍ୟ୍ୟ ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ । ସେହିପରି ଅକ୍ଟୋବର ଶେଷ ସୁଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ଋଣ ପାଇଁ ସମସ୍ତ ଦରଖାସ୍ତ ବ୍ୟାଙ୍କ ଶାଖା ରେ ପହଞ୍ଚାଇବା ପାଇଁ କଡା ନିର୍ଦେଶ ଦେଇଥିଲେ । ବ୍ୟାଙ୍କ ମାଧ୍ୟମ ରେ ସମନ୍ୱୟ ମେଳା କରିବା ପାଇଁ କହିଥିଲେ । ଏଠାରେ ଉଳେଖ୍ଗଯୋଗ୍ୟ ଜିଲ୍ଲାରେ ଏ ବର୍ଷ ପାଇଁ ମୋଟ ଲକ୍ଷ ୮,୪୫୦ ଏସଏଚଜି ପାଇଁ ଥିଲା ବେଳେ ୪,୨୦୦ ଏସଏଚଜି ବ୍ୟାଙ୍କ ଋଣ ର ସୁବିଧା ପାଇଛନ୍ତି । ନଭେମ୍ବର ମାସ ସୁଦ୍ଧା ସମସ୍ତ ରୁରାଲ ହାଉସିଂ ଯୋଜନା ରେ ଆରମ୍ଭ ହୋଇଥିବା ଘର ଶେଷ କରିବା ପାଇଁ ଗୁରୁତ୍ୱ ଦେଇଥିଲେ । ଏହା ସହିତ ଗ୍ରାମପଂଚାୟତରେ ବାକି ରହିଥିବା ଇଲେଟ୍ରି ବିଲ ପୈଠ କରିଦେବା ପାଇଁ ନିର୍ଦେଶ ଦେଇଥିଲେ । ଏହି ବୈଠକ ରେ ପ୍ରକଳ୍ପ ନିର୍ଦେଶକ ଶ୍ରୀ ସୁବାଷ ଚନ୍ଦ୍ର ରାୟ ଉପସ୍ଥିତି ଥିଲେ । ସମସ୍ତ କାର୍ୟ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ରାୟ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!