Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକାକୁ ୭ ମାସର ଗର୍ଭବତୀ କରି ଟ୍ରାକ୍ଟର ଚାଳକ ଫେରାର

by ସଞ୍ଜୟ ସ୍ୱାଇଁ
September 23, 2021
in Crime, State
ନାବାଳିକାକୁ ୭ ମାସର ଗର୍ଭବତୀ କରି ଟ୍ରାକ୍ଟର ଚାଳକ ଫେରାର
317
VIEWS
Share on FacebookShare on Twitter

ଆନନ୍ଦପୁର, (ବାଘୁଆବାର୍ତ୍ତା): ଆନନ୍ଦପୁର ଥାନା ଶାଳବଣି ପଞ୍ଚାୟତ ପଣ୍ଡୁଆ ଗ୍ରାମରେ ଜଣେ ଆଦିବାସୀ ଅବିବାହିତ ଝିଅ ଗର୍ଭବତୀ ହେବା ଘଟଣା ଚର୍ଚ୍ଚାର ପରିସରକୁ ଆସିଛି। ଏପରିକି ଅବିବାହିତା ଝିଅ ଗର୍ଭବତୀ ହେବା ସମୟରେ ନାବାଳିକା ଥିବା ଘଟଣାକୁ ଅଧିକ ସଙ୍ଗୀନ କରିଛି। ସଂପୃକ୍ତ ଝିଅର ସ୍କୁଲ ପ୍ରମାଣପତ୍ର ଅନୁଯାୟୀ ତାର ଜନ୍ମ ତାରିଖ ୧୦.୦୫.୨୦୦୩ ରହିଥିବା ଓ ଆଧାର କାର୍ଡ ରେ ଜନ୍ମ ତାରିଖ ୦୭.୦୯.୨୦୦୩ ରହିଥିବା ଜଣାପଡିଛି। ଝିଅ ଏବେ ୭ ମାସର ଗର୍ଭବତୀ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ଝିଅ ସ୍ଥାନୀୟ ଜଣେ ଟ୍ରାକ୍ଟର ମାଲିକର ଟ୍ରେକ୍ଟରରେ ଦିନ ମଜୁରିଆ ଭାବେ କାମ କରିବାକୁ ଯାଉଥିବା ପରିବାରରୁ ସୂଚନା ମିଳିଛି। ଟ୍ରାକଟର ଚାଳକ ସହିତ ଝିଅର ପ୍ରେମ ସମ୍ପର୍କ ଗଢି ଉଠିବା ଓ ଜାନୁୟାରୀ ମାସ ମକର ପର୍ବ ସମୟରେ ଟ୍ରାକ୍ଟର ଚାଳକ ସହିତ ଶାରୀରିକ ସମ୍ପର୍କ ରକ୍ଷା କରିବା ଗର୍ଭବତୀର କାରଣ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ଟ୍ରାକ୍ଟର ଚାଳକ ଝିଅକୁ ବିବାହ କରିବାକୁ ଅମଙ୍ଗ ହେବା ଅନ୍ୟ ଆଡ଼େ ଲୁଚି ପଳେଇବା ଘଟଣାରେ ଝିଅର ପରିବାର ଲୋକେ ୬.୯.୨୧ ରେ ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ହେଲେ ଏ ସମ୍ପର୍କରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ପକ୍ଷରୁ ସୂଚନା ମିଳିଛି। ଏଭଳି ଘଟଣାରେ ଝିଅର ବାପା ମାଆ ନ୍ୟାୟ ଅପେକ୍ଷାରେ ଦିନ କଟିବଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!