Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାବୁଲ ଏୟାରପୋର୍ଟରେ ମହିଳାଙ୍କର ଜୋରଜବରଦସ୍ତି ହେଉଛି ବିବାହ

by ସଞ୍ଜୟ ସ୍ୱାଇଁ
September 3, 2021
in WORLD
କାବୁଲ ଏୟାରପୋର୍ଟରେ ମହିଳାଙ୍କର ଜୋରଜବରଦସ୍ତି ହେଉଛି ବିବାହ
66
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ଆଫଗାନିସ୍ତାନରେ ଏବେ ତାଲିବାନି ମାନେ ରାଜ୍ କରୁଛନ୍ତି । ସେମାନଙ୍କର କଥା ଓ କାମ ଦୁଇଟିଯାକ ସମ୍ପୂର୍ଣ୍ଣ ଅଲଗା । ଏହିକଥା ଆମେ କହୁନୁ ବରଂ ଅନେକ ଦେଶ ତାଲିବାନିଙ୍କ ଉପରେ ଆରୋପ ଲଗାଇଛନ୍ତି । ତାଲିବାନିଙ୍କ ଡରରେ ଆଫଗାନିସ୍ତାନରୁ ନାଗରିକ ମାନଙ୍କ ପଳାୟନ ଜାରି ରହିଛି । ତେବେ ଏହା ଭିତରେ ଆମେରିକା ସେନା ବି କାବୁଲ ବିମାନବନ୍ଦରରୁ ଯାଇ ସାରିଛନ୍ତି । ତେବେ ଏହା ଭିତରେ କାବୁଲ ବିମାନବନ୍ଦରରୁ ଆଉ ଏକ ଖବର ସାମନାକୁ ଆସିଛି । ବିମାନବନ୍ଦର ବାହାରେ ମହିଳା ମାନଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଛି । ଯାହାଦ୍ୱାରା ସେମାନଙ୍କୁ ଦେଶ ବାହାରକୁ ନିଆଯାଇପାରିବ । ସିଏନଏନ୍ ର ଏକ ରିପୋର୍ଟ ମୁତାବକ, ଆମେରିକୀ ଅଧିକାରୀ ମାନେ ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ସଂଯୁକ୍ତ ଆରବ ଏମିରେଟ୍ସର ରେସ୍କ୍ୟୁ କେନ୍ଦ୍ର ପକ୍ଷରୁ ଆସିଥିବା ଏକ ଖବର ଆଧାରରେ ଜଣାପଡ଼ିଛି ଯେ, ଆଫଗାନ୍ ମହିଳାଙ୍କୁ କିଛି ପରିବାର ତାଲିବାନି କବଳରୁ ବର୍ତ୍ତିବା ବିବାହ କରିବାକୁ ବାଧ୍ୟ କରୁଛନ୍ତି । ଖାଲି ସେତିକି ନୁହେଁ ବିବାହ କରିବା ପାଇଁ ପରିବାରର କିଛି ପୁଅଙ୍କୁ ଟଙ୍କା ମଧ୍ୟ ଦିଆଯାଇଛି । ଯଦ୍ୱାରା ସେମାନେ ବିବାହ ପାଇଁ ରାଜି ହେବେ । ମହିଳାଙ୍କୁ ଏମିତି କିଛି ପୁଅଙ୍କ ସହିତ ବିବାହ କରିବାକୁ ରାଜି କରାଯାଇଛି ଯେଉଁ ମାନେ କାବୁଲରୁ ବାହାରିବା ପାଇଁ ଯୋଗ୍ୟ । ରିପୋର୍ଟରେ କୁହାଯାଇଛି ଯେ, ଆଫଗାନିସ୍ତାନରୁ ବାହାରିବାର ଏହି ଭଳି କିଛି ପଦକ୍ଷେପ ସଂଯୁକ୍ତ ଆରବ ଏମିରେଟ୍ସରେ ଆମେରିକାର ଅଧିକାରୀଙ୍କୁ ତାଜୁବ୍ କରିବା ସହିତ ସେମାନେ ଏହାକୁ ବିପଦର ଘଣ୍ଟି ଭାବରେ ସୂଚାଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!