Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତାଲିବାନ ଆକ୍ରମଣର କଡା ଜବାବ ଦେଇଛନ୍ତି ଅହମ୍ମଦ ମସୁଦ ନେତୃତ୍ୱାଧୀନ ଫୋର୍ସ, ୪୧ ତାଲିବାନ ମୃତ, ୨୦ ବନ୍ଧକ !

by ସଞ୍ଜୟ ସ୍ୱାଇଁ
September 1, 2021
in WORLD
ତାଲିବାନ ଆକ୍ରମଣର କଡା ଜବାବ ଦେଇଛନ୍ତି ଅହମ୍ମଦ ମସୁଦ ନେତୃତ୍ୱାଧୀନ ଫୋର୍ସ, ୪୧ ତାଲିବାନ ମୃତ, ୨୦ ବନ୍ଧକ !
118
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ଆଫଗାନିସ୍ତାନରେ ୨ ଦିନ ଧରି ଚାଲିଥିବା ନଦର୍ଣ୍ଣ ଆଲିୟାନ୍ସ ଓ ତାଲିବାନ ସଂଘର୍ଷର କେତେକ ରିପୋର୍ଟ ପ୍ରକାଶ ପାଇଛି । ରିପବ୍ଲିକ ଭାରତ ଅନୁସାରେ ନଦର୍ଣ୍ଣ ଆଲାୟନ୍ସ କାଂଉଟର ଆଟାକରେ ୪୧ ତାଲିବାନ ମୃତ୍ୟୁବରଣ କରିଥିବା ବେଳେ ୨୦ ଜଣଙ୍କୁ ବନ୍ଧକ ରଖାଯାଇଛି । ପଂଜଶିରକୁ କବଜା କରିବା ପାଇଁ ତାଲିବାନ ପ୍ରଥମେ ଆକ୍ରମଣ କରିଥିଲା । ଏପରିକି ଏହାର ଦୁଇ ଦିନ ପୂର୍ବରୁ ଘାଟିରେ ଇଂଟରନେଟ ଏବଂ ଫୋନ କନେକ୍ସନ ବନ୍ଦ କରି ଦିଅଯାଇଥିଲା । ଅହମ୍ମଦ ମସୁଦ ନେତୃତ୍ୱାଧୀନ ଫୋର୍ସ ତାଲିବାନ ଆକ୍ରମଣର କଡା ଜବାବ ଦେଇଛନ୍ତି । ନଦର୍ଣ୍ଣ ଆଲିୟାନ୍ସର କମାଣ୍ଡର ହାସିବ କହିଛନ୍ତି ଯେ, ତୁମେମାନେ ପଂଜଶିରରେ ପ୍ରବେଶ କରିପାରିବ ମାତ୍ର ବାହାରିକି ଯାଇପାରିବ ନାହିଁ । ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ତାଲିବାନମାନେ ଗୁଲବାହର ନିକଟରେ ଏକ ବ୍ରିଜ ବିସ୍ଫୋରଣରେ ଉଡାଇ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!