Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ୟୁଏଇରୁ ଆଫଗାନବାସୀଙ୍କୁ ରାଷ୍ଟ୍ରପତି ଅସରଫ ଘନି ସମ୍ବୋଧନ କରି କହିଛନ୍ତି ରକ୍ତାକ୍ତ ସଂଘର୍ଷ ଏଡ଼ାଇବାକୁ ଦେଶ ଛାଡ଼ିଲି

by ସଞ୍ଜୟ ସ୍ୱାଇଁ
August 19, 2021
in WORLD
ୟୁଏଇରୁ ଆଫଗାନବାସୀଙ୍କୁ ରାଷ୍ଟ୍ରପତି ଅସରଫ ଘନି ସମ୍ବୋଧନ କରି କହିଛନ୍ତି ରକ୍ତାକ୍ତ ସଂଘର୍ଷ ଏଡ଼ାଇବାକୁ ଦେଶ ଛାଡ଼ିଲି
60
VIEWS
Share on FacebookShare on Twitter

ୟୁଏଇ, (ବାଘୁଆବାର୍ତ୍ତା): ୟୁଏଇରୁ ଆଫଗାନବାସୀଙ୍କୁ ରାଷ୍ଟ୍ରପତି ଅସରଫ ଘନିଙ୍କ ସମ୍ବୋଧନ। ସେ କହିଛନ୍ତି, ରକ୍ତାକ୍ତ ସଂଘର୍ଷ ଏଡ଼ାଇବାକୁ ଦେଶ ଛାଡ଼ିଲେ। ମୋ ଇଚ୍ଛା ବିରୋଧରେ ଦେଶରୁ ମୋତେ ବାହାରକୁ ପଠାଗଲା। ଯେଉଁମାନେ କହୁଛନ୍ତି ପଳାୟନ କଲି, ସେମାନେ ସତକଥା ଜାଣିବା ଜରୁରୀ। ସେ ଆହୁରି କହିଛନ୍ତି, ଆଫଗାନିସ୍ତାନର ସୁରକ୍ଷା କାରଣରୁ ଦୂରେଇ ବାକୁ ପଡିଲା। ତାଲିବାନ ସହ ହୋଇଥିବା ଆଲୋଚନା ଫଳପ୍ରଦ ନଥିଲା। ଶାନ୍ତିପୂର୍ଣ୍ଣ ଉପାୟରେ ତାଲିବାନକୁ କ୍ଷମତା ହସ୍ତାନ୍ତର ଚାହୁଁଥିଲି। କାବୁଲର ଜନସାଧାରଣଙ୍କୁ ଅଘଟଣରୁ ବଞ୍ଚାଇବାକୁ ଏଭଳି ପଦକ୍ଷେପ ନେବାକୁ ପଡିଲା।। କାବୁଲରେ ରହିଥିଲେ ରକ୍ତାକ୍ତ ମୁହୂର୍ତ୍ତ ଦେଖିବାକୁ ପଡିଥାନ୍ତା। ସୁରକ୍ଷା ଅଧିକାରୀଙ୍କ କହିବା ପରେ ଦେଶ ଛାଡିଲି। ଟଙ୍କା ନେଇ ଦେଶରୁ ଫେରାର୍ ହୋଇଯାଇ ଥିବା କହିବା ଅଯଥାର୍ଥ। ଆଫଗାନିସ୍ତାନରେ ସଂକଟମୟ ପରିସ୍ଥିତି ବେଳେ ୟୁଏଇରେ ଶରଣ ନେଇଛନ୍ତି ପୂର୍ବତନ ଆଫଗାନ ରାଷ୍ଟ୍ରପତି ଅସରଫ ଘନି। ତାଙ୍କର ପୁରା ପରିବାର ୟୁଏଇର ଆବୁଧାବିରେ ଶରଣ ନେଇଥିବା ସେଠାକାର ସରକାରଙ୍କ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି। ୟୁଏଇ ସରକାର କହିଛନ୍ତି, ମାନବିକତା ଦୃଷ୍ଟିରୁ ଘନି ଓ ତାଙ୍କ ପରିବାରକୁ ଶରଣ ଦିଆଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!