Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁନା ଓ ରୁପାର ଦର ଦାମ ବୃଦ୍ଧି ପାଇଛି

by ସଞ୍ଜୟ ସ୍ୱାଇଁ
August 17, 2021
in Business, NATIONAL NEWS
ସୁନା ଓ ରୁପାର ଦର ଦାମ ବୃଦ୍ଧି ପାଇଛି
194
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସୁନା ଓ ରୁପାର ଦାମ ଆଜି ବୃଦ୍ଧି ପାଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନାର ଦର ୪୪୬ ଟଙ୍କା ମହଙ୍ଗା ହୋଇଛି। ଫଳରେ ଆଜି ୧୦ ଗ୍ରାମ ସୁନା ୪୬,୪୬୦ ଟଙ୍କାରେ ବିକ୍ରି କରାଯାଉଛି। ସୋମବାର ୧୦ ଗ୍ରାମ ସୁନାର ଦାମ ଦିଲ୍ଲୀରେ ୪୬,୦୧୪ ଟଙ୍କା ଥିଲା। କେବଳ ସୁନା ନୁହେଁ ଆଜି ରୁପାର ଦାମ ମଧ୍ୟ ବୃଦ୍ଧି ପାଇଛି। ରୁପାର କେଜି ପିଛା ଦାମ ୮୮୮ ଟଙ୍କା ମହଙ୍ଗା ହେବାରୁ ଦିଲ୍ଲୀରେ ଏହାର ଦାମ ୬୨,୪୫୨ ଛୁଇଁଛି। ଗତକାଲି ରୁପା କେଜି ପିଛା ୬୧,୫୬୪ ଟଙ୍କାରେ ବିକ୍ରି ହେଉଥିଲା। ଅନ୍ୟପକ୍ଷରେ ଡଲାର ତୁଳନାରେ ଟଙ୍କାର ଚାହିଦା ହ୍ରାସ ପାଇଛି। ଆଜି ମାର୍କେଟ ଖୋଲିବା କ୍ଷଣି ଡଲାର ତୁଳନାରେ ଟଙ୍କାର ଦାମ ୩ ପଇସା ହ୍ରାସ ପାଇଥିଲେ। ଏବେ ଗୋଟିଏ ଡଲାରର ମୂଲ୍ୟ ୭୪.୨୭ ଟଙ୍କା ରହିଛି। ଅନ୍ୟପକ୍ଷରେ ଗୁଡ ରିଟର୍ଣ୍ଣସ ୱେବସାଇଟ ଅନୁସାରେ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସୁନାର ଦାମ ଅପରିବର୍ତ୍ତିତ ରହିଛି। ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୪୮,୩୫୦ ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପ୍ରତି ଦର ୪୬,୬୫୦ ଟଙ୍କା ରହିଛି।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!