Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତାଇୱାନ୍‌ରେ ଆମେରିକା ସୈନ୍ୟଙ୍କ ସଂଖ୍ୟା ୩୦ ହଜାର ରହିଥିବା ଜାଣିବା ପରେ ଚୀନ୍‌ର ଆମେରିକାକୁ ଏକ ପ୍ରକାର ଧମକ

by ସଞ୍ଜୟ ସ୍ୱାଇଁ
August 17, 2021
in WORLD
ତାଇୱାନ୍‌ରେ ଆମେରିକା ସୈନ୍ୟଙ୍କ ସଂଖ୍ୟା ୩୦ ହଜାର ରହିଥିବା ଜାଣିବା ପରେ ଚୀନ୍‌ର ଆମେରିକାକୁ ଏକ ପ୍ରକାର ଧମକ
227
VIEWS
Share on FacebookShare on Twitter

ବେଜିଂ, (ବାଘୁଆବାର୍ତ୍ତା): ଆମେରିକାର ଜଣେ ସିନେଟରଙ୍କ ଟ୍ୱିଟ୍‌କୁ ନେଇ ଭଡ଼କି ଉଠିଛି ଚୀନ୍‌ । ତାଇୱାନ୍‌ରେ ଆମେରିକା ସୈନ୍ୟଙ୍କ ସଂଖ୍ୟା ୩୦ ହଜାର ରହିଥିବା ଜାଣିବା ପରେ ଚୀନ୍‌ ଆମେରିକାକୁ ଏକ ପ୍ରକାର ଧମକ ଦେଇଛି । ଏ ନେଇ ଚୀନ୍‌ ଗଣମାଧ୍ୟମ ଏକ ତଥ୍ୟ ପ୍ରକାଶ କରିଥିବା ଜଣାପଡ଼ିଛି । ଜନ୍‌ କାର୍ଣ୍ଣିନ୍‌ ହେଉଛନ୍ତି ଜଣେ ଆମେରିକାନ୍‌ ସିନେଟର । ସେ ୧୭ ଜୁଲାଇରେ ଏକ ଟ୍ୱିଟ୍‌ କରିଥିଲେ । ଯେଉଁଥିରେ ସେ ଦାବି କରିଥିଲେ ଯେ ଆଜିର ତାରିଖରେ ତାଇୱାନ୍‌ରେ ୩୦ ହଜାର ଏବଂ ଦକ୍ଷିଣ କୋରିଆରେ ଆମେରିକାର ୨୮ ହଜାର ସୈନିକ ରହିଛନ୍ତି । ଯାହାକୁ ଶୁଣି ଚୀନ୍‌ ରାଗି ଯାଇଛି । ଚୀନ୍‌ କମ୍ୟୁନିଟି ପାର୍ଟିର ଖବର କାଗଜ ହେଉଛି ଗ୍ଲୋବାଲ୍‌ ଟାଇମ୍ସ । ଏହାର ସଂପାଦକୀୟରେ ଲେଖା ହୋଇଛି ଯେ, ଆମେରିକାର ଏହି ଦାବିକୁ ଚୀନ୍‌ ସରକାର ଏବଂ ଚୀନ୍ ଜନତା କେବେ ସ୍ୱୀକାର କରିବେ ନାହିଁ । ଖବର କାଗଜରେ ଏହା ମଧ୍ୟ ଲେଖା ହୋଇଛି ଯେ, ତାଇୱାନ୍‌ରେ ଆମେରିକା ସୈନିକ ରହିଥିବା ଏହି ବୁଝାମଣାକୁ ଗଭୀର ଭାବେ ଉଲଂଘନ କରୁଛି, ଯେଉଁ ବୁଝାମଣାରେ ଚୀନ୍‌ ଏବଂ ଆମେରିକା କୁଟନୈତିକ ସମ୍ୱନ୍ଧ ସ୍ଥାପନ କରିଥିଲେ । ଏହା ଆନ୍ତରାଷ୍ଟ୍ରୀୟ ଆଇନ୍‌ ସହିତ ଆମେରିକା ଘରୋଇ ଆଇନ୍‌ର ମଧ୍ୟ ବିପରିତ । ଯାହାକି ଏକ ତରଫା ତାଇୱାନ୍‌ରେ ସୈନ୍ୟ ଆକ୍ରମଣ ଏବଂ କବ୍‌ଜା ସହିତ ସମାନ । ଏଥିସହିତ ଚିନ୍‌ ବପକ୍ଷରେ ଏହା ପରୋକ୍ଷ ଭାବେ ଯୁଦ୍ଧ ଘୋଷଣା କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!