Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୦ହଜାର କେଜି ପୋଚ ଓ ୫୦୦ଲିଟର ମଦ ଜବତ, ୩ ଗିରଫ

by ସଞ୍ଜୟ ସ୍ୱାଇଁ
August 8, 2021
in Crime, State
୧୦ହଜାର କେଜି ପୋଚ ଓ ୫୦୦ଲିଟର ମଦ ଜବତ, ୩ ଗିରଫ
124
VIEWS
Share on FacebookShare on Twitter

କୁତ୍ରା, (ବାଘୁଆବାର୍ତ୍ତା): ଦୀର୍ଘ ଦିନ ହେବ କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁରବାହାଲ ମାଲପଡ଼ା ଠାରେ ବେଆଇନ ମହୁଲି ମଦ କାରବାର ଚାଲୁଥିବାବେଳେ ଘରେ ଘରେ ମଦ ତିଆରିକରି ଲୋକେ କୁତ୍ରା ବ୍ଲକର ବିଭିନ୍ନ ଗ୍ରାମକୁ ଚୋରା ଚାଲାଣ କରୁଥିଲେ। ଏବାବଦରେ ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତିକରି କୁତ୍ରା ପୁଲିସ , ସୁନ୍ଦରଗଡ଼ ଓ ସମ୍ବଲପୁର ଅବକାରୀ ବିଭାଗ ଏହା ଉପରେ ତୀକ୍ଷ୍ଣ ନଜର ରଖି ଆଜି ଭୋର ୪ ଟାରେ ସ୍ଥାନୀୟ ପୁଲିସ, ଅବକାରୀ ବିଭାଗ, ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ହାବିଲ ଖାଖାଙ୍କ ସମେତ ଗଣ୍ଡଗୋଳ ଆଶଙ୍କା କରି ୨ ପ୍ଲାଟୁନ ପୋଲିସ ଫୋର୍ସ ସହ ଖତକୁରବାହାଲ ମାଲିପଡାରେ ଅତର୍କିତ ଚଢାଉ କରିଥିଲେ। ଏହି ସମୟରେ ୧୦ ହଜାର କେଜି ମହୁଲି ପୋଚ , ୫୦୦ ଲିଟର ମହୁଲି ମଦ ଜବତ କରାଯିବା ସହ ମଦ ତିଆରି ସାମଗ୍ରୀ ଡେଚକି, ଢକନ୍, ମୋଟର, ଡ୍ରମ ପ୍ରଭୃତି ଗୋଟିଏ ଟ୍ରକ ପରିମାଣର ସାମଗ୍ରୀ ଜବତ କରିବାସହ ୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟମାନେ ବର୍ଷା ହେଉଥିବା କାରଣରୁ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ବାନା ସାହୁ (୪୭), ଭୁଖନାଥ ସାହୁ (୨୮) , ଓ ଲାଲମନି ସାହୁ (୪୦) ବୋଲି ଜଣାପଡ଼ିଛି । ଏହି ଚଢାଉରେ ଅବକାରୀ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ନରୋତ୍ତମ ମିଶ୍ର, ଅବକାରୀ ଇନିସପେକ୍ଟର ସତ୍ୟଜିତ ଖଟୁଆ, ଶ୍ରୁତିକାନ୍ତ ରାଉତ, ବିପ୍ର ଚରଣ ମଣ୍ଡଳ ପ୍ରମୁଖ ନେତୃତ୍ବ ନେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!