Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ରକ ଓଲଟି ପାଣିରେ ଭାସିଗଲା ୨୫ ଟନ୍ ଚାଉଳ

by ସଞ୍ଜୟ ସ୍ୱାଇଁ
August 7, 2021
in Accident, State
ଟ୍ରକ ଓଲଟି ପାଣିରେ ଭାସିଗଲା ୨୫ ଟନ୍ ଚାଉଳ
216
VIEWS
Share on FacebookShare on Twitter

ସାଲେପୁର, (ବାଘୁଆବାର୍ତ୍ତା): ଡ୍ରାଇଭରଙ୍କ ଅସାବଧାନକତା ଯୋଗୁଁ ପାଣିରେ ଭାସିଗଲା ଚାଉଲ । କିଲୋ ନୁହେଁ କି ୨ କିଲୋ ନୁହେଁ ଏକାଥରକେ ନଷ୍ଟ ହୋଇଛି ୨୫ ଟନ ଚାଉଳ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ-ନଇଗୁଆଁ ରାସ୍ତା କଡ଼ରେ ଯାଇଥିବା ବ୍ରାଞ୍ଚ କେନାଲରେ । ଗତ ବିଳମ୍ବିତ ରାତିରେ ସୋନପୁରରୁ ୨୫ ଟନ୍ ସରକାରୀ ଚାଉଳ ନେଇ ଏକ ଟ୍ରକ କଟରପା ଗାଁରେ ଥିବା ସରକାରୀ ଗୋଦାମକୁ ଆସୁଥିବା ବେଳେ କୈାଣସି କାରଣରୁ ଟ୍ରକ୍ ଟି ସ୍ଥାନୀୟ କେନାଲକୁ ଖସି ପଡିଥିଲା । ଫଳରେ ଟ୍ରକରେ ଥିବା ୨୫ ଟନ୍ ଚାଉଳ ସହ ଟ୍ରକ୍ ଟି ପାଣିରେ ବୁଡି ଗଲା । ଆଉ ଡ୍ରାଇଭର ଓ ହେଲପର ଅଳ୍ପକେ ରକ୍ଷା ପାଇଗଲେ । ଟ୍ରକ୍ ରେ ଆସିଥିବା ୨୫ ଟନ୍ ଚାଉଳ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ପ୍ରଶ୍ନ ଉଠୁଛି ଏଭଳି ସଂର୍କିନ ରାସ୍ତା ଦେଇ ଡ୍ରାଇଭର ଗାଡ଼ି କାହିଁକି ଆଣୁଥିଲା ନାଁ ଏ ସରକାରୀ ଚାଉଳ ଆଉ କେଉଁଠାକୁ ଯାଉଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!