Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଲ୍‌ଫ୍‌ରେ ପଦକ ଆଶା ବଢ଼ାଇଲେ ଅଦିତି

by ସଞ୍ଜୟ ସ୍ୱାଇଁ
August 6, 2021
in NATIONAL NEWS, Sports, WORLD
ଗଲ୍‌ଫ୍‌ରେ ପଦକ ଆଶା ବଢ଼ାଇଲେ ଅଦିତି
71
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା): ଟୋକିଓର ଅଲିମ୍ପିକ୍ରେ ଭାରତୀୟ ଗଲ୍‌ଫ୍‌ କ୍ରୀଡ଼ିକା ଅଦିତି ଅଶୋକ ପଦକ ଆଶା ଉଦ୍ରେକ କରିଛନ୍ତି। ତୃତୀୟ ପର୍ୟ୍ୟାୟରେ ‘ଅଣ୍ଡର୍‌ ୬୭’ରେ ୩ କାର୍ଡ ହାସଲ୍‌ କରି ଭାରତ ପାଇଁ ପ୍ରଥମ ଗଲ୍‌ଫ୍‌ ପଦକ ଆଶା ଉଦ୍ରେକ କରିଛନ୍ତି। ତୃତୀୟ ରାଉଣ୍ଡ୍‌ ପରେ ‘ଅଣ୍ଡର୍‌ ୨୦୧’ରେ ଅଦିତିଙ୍କ ସ୍ଥାନ ଥିଲା ୧୨ଶରେ। ସମ୍ପ୍ରତି ଅଦିତି ଦ୍ବିତୀୟ ସ୍ଥାନରେ ଥିବା ଏକ ମାତ୍ର ଗଲ୍‌ଫ୍‌ ଖେଳାଳି। ଏହି ସିରିଜ୍‌ରେ ଆଉ ଗୋଟିଏ ରାଉଣ୍ଡ୍‌ ବାକି ଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ନେଲି କୋର୍ଡା ‘ଅଣ୍ଡର୍‌-୬୯’ରେ ୨ କାର୍ଡ ହାସଲ୍‌ କରିଛନ୍ତି। ନିଉଜିଲାଣ୍ଡ୍‌ର ଲିଡିଆ କୋ (୬୬), ଅଷ୍ଟ୍ରେଲିଆର ହାନାହ୍‌ ଗ୍ରିନ୍‌ (୬୭), ଡେନ୍‌ମାର୍କର କ୍ରିଷ୍ଟାଇନ୍‌ ପିଡେର୍‌ସନ୍‌ (୭୦) ଏବଂ ଜାପାନର ମୋନେ ଇନାମି (୬୮) ଅଣ୍ଡର୍‌ ୨୦୩ରେ ସମୁଦାୟ ୧୦ କାର୍ଡ ହାସଲ କରି ତୃତୀୟ ସ୍ଥାନରେ ରହିଛନ୍ତି। ଆଜି ଦିନରେ ଅଦିତି ୫ଟି ‘ବାର୍ଡିଜ୍‌’ ଏବଂ ୨ଟି ‘ବଗିଜ୍‌’ ସଟ୍‌ ମାରିଥିଲେ। ନବମ ଏବଂ ଏକାଦଶରେ ବଗିଜ୍‌ ସବୁ ତାଙ୍କୁ ବିଫଳ କରିବା ପୂର୍ବରୁ ଚତୁର୍ଥ, ଷଷ୍ଠ ଏବଂ ସପ୍ତମ ଗର୍ତ୍ତରେ ସେ ସଟ୍‌ ମାରି ‘ଅଣ୍ଡର୍‌-ଥ୍ରି’ରେ ରହିଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!