Saturday, September 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁବକଙ୍କୁ ଭୁଜାଲି ଦେଖାଇ ଧମକ ଦେବା ସହ ଟଙ୍କା ଓ ମୋବାଇଲ ଛଡ଼ାଇ ନେବା ଅଭିଯୋଗ

by ସଞ୍ଜୟ ସ୍ୱାଇଁ
August 6, 2021
in Crime, State
ଯୁବକଙ୍କୁ ଭୁଜାଲି ଦେଖାଇ ଧମକ ଦେବା ସହ ଟଙ୍କା ଓ ମୋବାଇଲ ଛଡ଼ାଇ ନେବା ଅଭିଯୋଗ
78
VIEWS
Share on FacebookShare on Twitter

ନୀଳଗିରି, (ବାଘୁଆବାର୍ତ୍ତା): ଯୁବକଙ୍କୁ ଭୁଜାଲି ଦେଖାଇ ଧମକ ଦେବା ସହ ଟଙ୍କା ଓ ମୋବାଇଲ ଛଡ଼ାଇ ନେବା ଅଭିଯୋଗ ହୋଇଛି । ପୁଲିସ ଘଟଣାର ଖୋଳତାଡ଼ କରିବା ସହ ୨ ଯୁବକଙ୍କୁ ଅଟକ ରଖିଥିବା ଜଣାପଡିଛି । ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ଅଧୀନ ବାହାବଳପୁର ଶିବମନ୍ଦିର ପାଖରେ ମାଧବ ସେନାପତି ନାମକ ଯୁବକଙ୍କୁ ସୋର ଥାନା ଅଧୀନ ମୁଗୁନିପୁର ଅଞ୍ଚଳର ହିମାଂଶୁ ସ୍ୱାଇଁ, ହରିପୁର ଅଞ୍ଚଳର ପ୍ରଦୀପ ମଲ୍ଲିକ ଓ ବିଦୁ ଅଞ୍ଚଳର କଟି ମୁର୍ମୁ ତାଙ୍କୁ ଅଟକାଇ ଧମକ ଦେବା ସହ ଗାଳିଗୁଲଜ ଓ ମାରପିଟ୍‌ କରିଥିବାର ଅଭିଯୋଗ ହୋଇଛି। ଏପରିକି ଭୁଜାଲି ଦେଖାଇ ତାଙ୍କ ପାଖରେ ଥିବା ମୋବାଇଲ, ହାତ ଘଣ୍ଟା ଛଡ଼ାଇ ନେଇଥିବାର ମଧ୍ୟ ଅଭିଯୋଗ ଉଠିଛି । ମାଧବଙ୍କ କହିବା ଅନୁସାରେ ବାବୁ ନାମକ ଯୁବକଙ୍କ ସହିତ ତାଙ୍କର ପୂର୍ବ ଶତ୍ରୁତା ଥିବା ବେଳେ ସେ ଏହି ଯୁବକମାନଙ୍କ ଦ୍ୱାରା ଏଭଳି ଆକ୍ରମଣ କରାଇଛି। ଏଭଳି ଘଟଣାର ଏକ ଭିଡିଓ ଫୁଟେଜ୍‌ କେହି ଉତ୍ତୋଳନ କରିଥିବା ବେଳେ ଅଭିଯୋଗ ପାଇ ନୀଳଗିରି ପୁଲିସ ଫୁଟେଜ ଆଧାରରେ ତଦନ୍ତ ପୂର୍ବକ ହିମାଂଶୁ, ପ୍ରଦୀପକୁ ଥାନାରେ ଅଟକ ରଖିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!