Thursday, August 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡକାୟତ ଭୟରେ ଆତଙ୍କିତ ଗ୍ରାମବାସୀ

by ସଞ୍ଜୟ ସ୍ୱାଇଁ
October 3, 2018
in Society
10
VIEWS
Share on FacebookShare on Twitter

ଶରଣକୁଳ (ବାଘୁଆବାର୍ତ୍ତା ବ୍ୟୁରୋ): ଶନିବାର ବିଳମ୍ବିତ ରାତିରେ ୧୦ ରୁ ୧୫ଜଣ ଡକାୟତ ବଉଳସାହି ମୁଣ୍ଡିଆରେ ବୁଲୁଥିବାର ଖବର ପାଇଲା ମାତ୍ରେ ଶରଣକୁଳ ଥାନା ଆଇଆଇସି
ସଦଳବଳେ ପହଞ୍ଚି ଡକାୟତଙ୍କ ଗତିବିଧି ଉପରେ ଟିକିନିଖି ଖବର ନେଇଛନ୍ତି । ଗୋଡିପଡ଼ା ଫାଣ୍ଡି ଅଧିକାରୀ ରାତିସାରା ପାଟ୍ରୋଲିଂ କଡାକଡି କରି ଗ୍ରାମବାସୀମାନଙ୍କ ମନରେ ଥିବା ଭୟକୁ ଦୂର କରିବା ପାଇଁ ପ୍ରବର୍ତ୍ତାଇଥିଲେ ।

ଖବରନେବାରେ ଜଣାପଡଛି ି ଯେ ତା ପବୂ ର୍ ରାତିରେ ୧୦/୧୫ ଜଣ ସନ୍ଦିଗ୍ଧ ଡକାୟତ ଖତିଆ ଜଙ୍ଗଲରେ ବୁଲୁଥବି ।ର କିଛି ଗ୍ରାମବାସୀ ଦେଖିଥିଲେ । ଗାଁରେ ଏକଥା ପ୍ରଚାରିତ ହେବା ପରେ ଗ୍ରାମବାସୀ ଏକତ୍ରିତ ହୋଇ ଡକାୟତଙ୍କ ମୁକାବିଲା କରିବା ନିମିତ୍ତ ପଦକ୍ଷେପ ନେବା କଥା ଶୁଣି ସେମାନେ ବଉଳସାହି ମୁଣ୍ଡିଆକୁ ସା୍ଥ ନାନ୍ତରିତ ହୋଇଯାଇଥେô ଲ ।
ବଉଳସାହି, ଗୋଡିପଡ଼ା, ରଙ୍କଦେଉଳି, ବାଦଭୁଇଁ, ଡିମିସର, ହରିପୁର, ମାଳିସାହି ଗ୍ରାମବାସୀମାନେ ଗ୍ରାମରେ ଘଣ୍ଟବଜେଇ ରାତିସାରା ଉଜାଗର ହୋଇଥିବାର ଖବର ମିଳିଛି । ଟିଭି, ଖବରକାଗଜରେ ପ୍ରସାରିତ ସମ୍ବାଦ ଅନୁଯାୟୀ କିଛି ବିହାରି ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ପ୍ରବେଶ କରି ପିଲାଚୋରି, ଡକାୟତି, ରାହାଜାନୀ ସହ ଲୁଟ୍ପାଟ କରୁଥିବାର ନଜିର ଥିବାବେଳେ ଏହାର ସତ୍ୟତା ଥିବା ଉପଲବ୍ଧି କରି ସ୍ଥାନୀୟ ଗ୍ରାମବାସୀମାନେ ପାଳିକରି ଗ୍ରାମ ଜଗୁଥିବାର ଖବର ମିଳିଛି । ପୋଲିସ ପ୍ରଶାସନ ଏ ଦିଗ ପ୍ରତି ସଜାଗ ରହିବା ପାଇଁ ଜନସାଧାରଣଙ୍କ ତରଫରୁ ଅନୁରୋଧ କରାଯାଉଛି ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!