Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଦିନା ପେଷ୍ଟ, ତ୍ୱଚାରେ ଆଣିଦିଏ ଚମକ୍‌, ଜାଣନ୍ତୁ ଆଉ କିଛି ଉପକାରିତା

by ସଞ୍ଜୟ ସ୍ୱାଇଁ
July 29, 2021
in Health, State
ପୋଦିନା ପେଷ୍ଟ, ତ୍ୱଚାରେ ଆଣିଦିଏ ଚମକ୍‌, ଜାଣନ୍ତୁ ଆଉ କିଛି ଉପକାରିତା
82
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପ୍ରକୃତି ଏମିତି କିଛି ଗଛଲତା ସୃଷ୍ଟି କରିଛି ଯାହାର ଔଷଧିୟ ଗୁଣ ଅନେକ । ସ୍ବାସ୍ଥ୍ୟର ସୁରକ୍ଷା ସହ ସୌନ୍ଦର୍ୟ୍ୟ ରକ୍ଷାର ଅନେକ ଉପଚାର ପ୍ରକୃତିର ସୃଷ୍ଟିର ସହଜ ସୁନ୍ଦର । ପୋଦିନା ପତ୍ର ସେହି ତାଲିକାରେ ଅନେକ । ଏହା ସ୍ବାସ୍ଥ୍ୟ ଠାରୁ ସୌନ୍ଦର୍ୟ୍ୟ ବା ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । କିନ୍ତୁ ଏ ବିଷୟରେ ବହୁତ କମ୍ ଲୋକ ଜାଣିଥାନ୍ତି । ପୋଦିନା ବ୍ୟବହାର କରିବା ଦ୍ବାରା ତ୍ବଚ୍ଚା ଉଜ୍ଜଳ ହୋଇଥାଏ । ଏବେ ଚାଲନ୍ତୁ ଜାଣିବା ପୋଦିନାର ବ୍ୟୁଟି ସିକ୍ରେଟ୍ ବିଷୟରେ । ପୋଦିନାରୁ ମିଳୁଥିବା ଉପକାରୀ ତତ୍ତ୍ବ- ପୋଦିନାରୁ ଫାଇବର ମିଳିଥାଏ । ଭିଟାମିନ-ଏ ବ୍ୟତୀତ ଏଥିରେ ଆଇରନର ମାତ୍ରା ରହିଥାଏ । ପୋଦିନା ମୁଖ୍ୟ ରୂପରେ ଏକ ଆଣ୍ଟିଅକ୍ସିଡେଣ୍ଟ ଏବଂ ଏଥିରେ ଭରପୁର ରହିଛି ଭିଟାମିନ –ଏ । ଯାହାଫଳରେ ସ୍କିନ ପାଇଁ ବହୁତ ଫାଇଦ ମିଳିଥାଏ । ରଙ୍ଗକୁ ଉଜ୍ଜଳ କରିଥାଏ –ପୋଦିନାରୁ ଆଣ୍ଟିଅକ୍ସିଡେଣ୍ଟ ସ୍କିନ୍ ପାଇଁ ବହୁତ ଲାଭଦାୟକ। ଏହାକୁ ସପ୍ତାହରେ ୨ ଥର ମୁହଁରେ ଫେସ୍ ମାସ୍କ କରି ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରିବା ଦ୍ବାରା ମୁହଁ ରଙ୍ଗକୁ ଉଜ୍ଜଳ କରିଥାଏ । ଯଦି ମୁହଁରେ କୌଣସି ପ୍ରକାରର ଦାଗର ସମସ୍ୟା ଦେଖାଯାଏ ତାହାଲେ ପୋଦିନା ରସକୁ ଦହିରେ କିମ୍ବା ଅଟାରେ ମିଶାଇ ଲଗାନ୍ତୁ । ବ୍ରଣ ସମସ୍ୟାକୁ ଦୂର କରେ- ଯଦି ମୁହଁରେ କୌଣସି ବ୍ରଣ ସମସ୍ୟା ଦେଖାଯାଏ, ତାହାଲେ ପ୍ରତିଦିନ ପୋଦିନାକୁ ବ୍ୟବହାର କରି ପାରିବେ । ତେବେ ପୋଦିନା ରସକୁ ନଡିଆ ତେଲରେ ପକାଇ ଯେଉଁଠି ବ୍ରଣ ହୋଇଛି ସେଠାରେ ଲଗାନ୍ତୁ । ଏହିପରି ଭାବେ ପ୍ରତିଦିନ ବ୍ୟବହାର କରିବା ଦ୍ବାରା କିଛି ଦିନରେ ବ୍ରଣ ସମସ୍ୟା ଦୂର ହୋଇଯିବ । ଏହା ସହ ଦାଗ ଗୁଡିକ ମଧ୍ୟ ଚାଲିଯିବ । ଆଣ୍ଟି ଏଜିଂ- ଯଦି ବୟସ ବଢିବା ସହ ଚର୍ମ ସମସ୍ୟା ଦେଖାଦିଏ ତାହାଲେ ପୋଦିନା ରସକୁ ବ୍ୟବହାର କରନ୍ତୁ । ଏହାକୁ ବ୍ୟବହାର କରିବା ଦ୍ବାରା ଚର୍ମ ଜାତୀୟ ସମସ୍ୟା ଦୂର ହୋଇଥାଏ । ଡାର୍କ ସର୍କଲ – ଏମିତିରେ ଅନେକ ମହିଳାମାନଙ୍କର ମୁହଁରେ ଡାର୍କ ସର୍କଲ ହୋଇଥାଏ । ଏଥିପାଇଁ ଘରେ ବସି ସବୁଠାରୁ ସହଜ ଉପାୟ ଆପଣାଇ ପାରିବେ । ଡାର୍କ ସର୍କଲ ହୋଇଥିଲେ ରାତିରେ ଶୋଇବା ବେଳେ ପୋଦିନା ରସକୁ ଲଗାଇ ୧୦ରୁ୧୫ ମିନିଟ୍ ପର୍ୟ୍ୟନ୍ତ ରଖନ୍ତୁ । ଏହା ପରେ ଧୋଇ ଦିଅନ୍ତୁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!