Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାଣନ୍ତୁ ମଦରେ କ’ଣ ରହିଛି ଫାଇଦା

by ସଞ୍ଜୟ ସ୍ୱାଇଁ
July 28, 2021
in Health, State
ଜାଣନ୍ତୁ ମଦରେ କ’ଣ ରହିଛି ଫାଇଦା
241
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ସାଧାରଣତଃ ମଦ୍ୟପାନ ଶରୀର ପକ୍ଷେ କ୍ଷତିକାରକ ବୋଲି ସାଧାରଣରେ ଚର୍ଚ୍ଚା ହୋଇଥାଏ । ତେବେ ଏକଥା ହୁଏତ ଅନେକଙ୍କୁ ଅଜ୍ଞାତ ଥିବ ଯେ, ମଦ ଆମ ଶରୀରର ଅନେକ ଉପକାର ସାଧନ କରିଥାଏ । ମଦର ଭଲଗୁଣ ବିଷୟରେ ଅବଗତ ହୋଇ ଠିକ ଢଙ୍ଗରେ ପାନ କଲେ ଆପଣ ଏହାର ଫାଇଦା ଉଠାଇ ପାରିବେ । ଆସନ୍ତୁ ଜାଣିବା ମଦ୍ୟପାନର କିଛି ବେନିଫିଟ୍ ବିଷୟରେ । ମଦ ପିଇବା ଫଳରେ ଆମ ଶରୀରରୁ ବହୁ ରୋଗ ଦୂର ହୋଇଥାଏ । ମଦକୁ ଆପଣ ହାଣ୍ଡ ସାନିଟାଇଜର ଭାବେ ବ୍ୟବହାର କରିକରିପାରିବେ । ଏହାକୁ ବ୍ୟବହାର କରିବା ପାଇଁ ପାଣିର ଆବଶ୍ୟକତା ପଡ଼ି ନଥାଏ । ଯଦି ଆପଣ ମାତ୍ର ୩୦ ସେକେଣ୍ଡ ପର୍ୟ୍ୟନ୍ତ ଆଲକହଲକୁ ଘଷନ୍ତି ତେବେ ହାତରୁ ସମସ୍ତ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାନ୍ତି । ଶରୀରର କୌଣସି ସ୍ଥାନରେ ଘା ହୋଇଥିଲେ ମଦ ତାହାକୁ ଠିକ କରିଦେଇଥାଏ, କାରଣ ଆଲକହଲ ଏକ ଭଲ ଆଣ୍ଟିସେପ୍ଟିକ ପରି କାର୍ୟ୍ୟ କରିଥାଏ । ଏହା ଜର୍ମମାନଙ୍କୁ ବହୁତ ଶୀଘ୍ର ବିନାଶ କରିଦେଇଥାଏ । ଘା ଉପରେ ଆଲକହଲ ଲଗାଇ ବ୍ୟାଣ୍ଡେଜ କରିବା ଦ୍ୱାରା ଘା ଶୀଘ୍ର ଶୁଖିଯାଇଥାଏ । କୌଣସି ପୁରୁଣା ଦାଗକୁ ଦୂର କରିବା ପାଇଁ ଆଲକହଲକୁ ବ୍ୟବହାର କରାଯାଇଥାଏ । ସେଥିପାଇଁ ଟଏଲେଟ ସିଟକୁ ସଫା କରିବା ପାଇଁ ଆଲକହଲକୁ ବ୍ୟବହାର କରାଯାଇଥାଏ । ଇଞ୍ଜେକସନ ଦେବା ପୂର୍ବରୁ ଆଲକହଲ ଲଗାଇଲେ ଜୀବାଣୁ ମରିଯାଇଥାନ୍ତି, ଫଳରେ କୌଣସି ସଂକ୍ରମଣର ଆଶଙ୍କା ରହିନଥାଏ । ଜୋତାର ଦୁର୍ଗନ୍ଧକୁ ଦୂର କରିବା ପାଇଁ ଆଲକହଲକୁ ବ୍ୟବହାର କରାଯାଇଥାଏ । ସ୍କ୍ରିନ ସମସ୍ୟା ଥିଲେ ଆଲକହଲରେ ନିୟମିତ ମୁହଁ ଧୋଇବା ଅଭ୍ୟାସ କରନ୍ତୁ । ଏଥିସହିତ ଏହା ଗଣ୍ଠି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଶୁଷ୍କ ଚର୍ମ ଆଦି ସମସ୍ୟାକୁ ଦୂର କରିଥାଏ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!