Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆମେରିକାରେ ଆରମ୍ଭ ହୋଇଛି ବ୍ୟକ୍ତିଙ୍କୁ ଡିଜିଟାଲ ପୁନର୍ଜନ୍ମ

by ସଞ୍ଜୟ ସ୍ୱାଇଁ
July 27, 2021
in NATIONAL NEWS, Technology, WORLD
ଆମେରିକାରେ ଆରମ୍ଭ ହୋଇଛି ବ୍ୟକ୍ତିଙ୍କୁ ଡିଜିଟାଲ ପୁନର୍ଜନ୍ମ
145
VIEWS
Share on FacebookShare on Twitter

ୱାଶିଂଟନ, (ବାଘୁଆବାର୍ତ୍ତା): ଆମେରିକାରେ ମୃତ ବ୍ୟକ୍ତିଙ୍କୁ ଡିଜିଟାଲ ଭାବେ ଜୀବିତ କରାଯିବା ଉଦ୍ୟମ ଆରମ୍ଭ ହୋଇଛି । ନିକଟରେ ପ୍ରତିଷ୍ଠିତ ଶେଫ ତଥା ଟିଭି ପ୍ରେଜେଂଟର ଆନ୍ଥୋନୀ ବୋର୍ଡନଙ୍କ ଏକ ଡକ୍ୟୁମେଂଟ୍ରି ଏହି ଟେକ୍ନୋଲୋଜିରେ ପ୍ରସ୍ତୁତ କରାଯାଇଥିଲା । ଏହା ଏପରି ଭାବେ ପ୍ରସ୍ତୁତ ହୋଇଥିଲା ଯେପରି ବୋର୍ଡନ ସତରେ କଥା କହୁଛନ୍ତି । ଡକ୍ୟୁମେଂଟ୍ରିର ନିର୍ଦ୍ଦେଶକ ମୋର୍ଗାନ ନେବିଲ ଏହାର ସଫଳତା ପରେ ଅନ୍ୟ ମହାନ ବ୍ୟକ୍ତିଙ୍କୁ ଡିଜିଟାଲ ପୁର୍ନଜନ୍ମ ଦେବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ୨ଡି, ୩ଡି, ହୋଲଗ୍ରାମ, ଏଆଇ ଓ ଚ୍ୟାଟବଟସେ ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ ଭାବେ ଜୀବିତ କରାଯାଇ ପାରିବ । ଏହା ମାଧ୍ୟମରେ ଆମର ଇତିହାସ ସୁରକ୍ଷିତ ରହିବ ବୋଲି ମୋର୍ଗାନ କହିଛନ୍ତି । ମୃ୍‌ତ ପରିବାର ଲୋକଙ୍କ ସ୍ମୃତି ଏହା ମାଧ୍ୟମରେ ଆମ ପାଖରେ ଏକ ପ୍ରକାର ଜୀବିତ ରହିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!