Friday, September 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂର୍ବ ଜମିବାଡି ଶତ୍ରୁତାକୁ କେନ୍ଦ୍ର କରି ଡାକ୍ତରଙ୍କୁ ଆକ୍ରମଣ

by ସଞ୍ଜୟ ସ୍ୱାଇଁ
July 26, 2021
in Crime, State
ପୂର୍ବ ଜମିବାଡି ଶତ୍ରୁତାକୁ କେନ୍ଦ୍ର କରି ଡାକ୍ତରଙ୍କୁ ଆକ୍ରମଣ
48
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଡାକ୍ତରଙ୍କୁ ଆକ୍ରମଣ। ପୂର୍ବ ଜମିବାଡ଼ି ଶତ୍ରୁତାକୁ କେନ୍ଦ୍ର କରି ତଳେ ପକାଇ ‌ଆକ୍ରମଣ କରିଛନ୍ତି। ଅବସର ଗ୍ରହଣ କରିବା ପରେ ବାଲିପାଟଣା ସିଏଚସିରେ ଚୁକ୍ତିଭିତ୍ତିକ ଡାକ୍ତର ରଜନୀକାନ୍ତ ଦାସଙ୍କୁ ଟଙ୍କା ପାଇଁ ଆକ୍ରମଣ ହୋଇଛି। ଗତ ୨୩ତାରିଖରେ ତାଙ୍କ ଘରେ ଚାକର ଘର ସଫେଇ କରୁଥିଲେ। ଏହି ସମୟରେ ଘର ପଛପଟେ ରହୁଥିବା ଜଣେ ଯୁବକ ଅତର୍କିତ ମାଡିଆସିଥିଲା। ଯୁବକ ଜଣକ ଡାକ୍ତରଙ୍କୁ ପିଟିବା ସହ ତଳେ ପକାଇ ବାଡ଼େଇ ଥିଲେ । ସିସିଟିଭିରେ ସବୁ ଦୃଶ୍ୟ କଏଦ ହୋଇଛି । ଏନେଇ ଧଉଳି ଥାନାରେ ଏତଲା ହୋଇଛି। ହେଲେ ପୁଲିସ କୌଣସି କାର୍ୟ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!