Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲା: ଆସିଲା ଆଉ ଏକ ଚିଠି

by ସଞ୍ଜୟ ସ୍ୱାଇଁ
July 26, 2021
in Crime, State
ଏସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲା: ଆସିଲା ଆଉ ଏକ ଚିଠି
229
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୨ସପ୍ତାହ ବିତିଲାଣି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିପାରୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ଆଜି ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ଚିଠି ଗଣମାଧ୍ୟମରେ ଘୁରି ବୁଲୁଛି। ସେଥିରେ ଉଲ୍ଲେଖ ଥିବା ଅକ୍ଷୟ ନାମକ ଚରିତ୍ରକୁ ନେଇ ଏବେ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି। ବିଦ୍ୟାଭାରତୀଙ୍କ ଏହି ହାତଲେଖା ଚିଠିରେ ରହିଛି “ହେ ଭଗବାନ, ମୁଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘୃଣା କରେ, ସେଠାରେ ମୋ ପାଇଁ କେହି ନାହିଁଟ୍ଟ ଇନ୍‌ସଲ୍ଟ ହେଲା, ଅନ୍‌ନେସେସେରୀ କଥା କହିକି ନିଜର ଇନ୍‌ସଲ୍ଟ କଲିଟ୍ଟ ଖାଲି ସୋଫେଷ୍ଟିକାଲି ହିଁ ମିଶନ୍ତିଟ୍ଟ ମନ ଭିତରେ କ୍ଷତି ହିଁ ଚାହାନ୍ତିଟ୍ଟ କିଛି ପ୍ରବ୍ଲେମ ନକରିକି ବି ଏତେ ରାଗଟ୍ଟ ଏତେ ପରିମାଣରେ ଜେଲସ୍‌ନେସ୍‌, ବହୁତ ଖୁସି ଲାଗୁଛିଟ୍ଟ ଆହୁରି ଜଳୁଥାଅଟ୍ଟ ଆଉ ତୁମ ଜେଲସ୍‌ନେସ୍‌ ଦେଖିକି ଭଗବାନ ହସୁଥିବେଟ୍ଟ ଭଲ କଥାଟ୍ଟ ଆଜି ତମର ମେଜରିଟି ଅଛି, କାଲି ମୋର ମେଜରିଟି ରହିବଟ୍ଟ ଆଉ ମୋର ଟାଇମ୍‌ ବିଟ୍ଟ ଅଂଶୁ ଅପାଙ୍କୁ ୮୦ ଦବାର ଅଛିଟ୍ଟ ଆଉ ତା ଛଡ଼ା ସବୁ ଅଲ କ୍ଲିଅର ଅଛିଟ୍ଟ ତାଠୁ ଗୋଟେ ବେଟର୍‌ ଖୋଜିବିଟ୍ଟ ଏତେ ନେଗ୍ଲିଜିବ୍ଲ ଫିଲ୍‌ କରେଇଲାଟ୍ଟ ଆଇ ହେଟ୍‌ ହିମ୍‌ଟ୍ଟ ବହୁତ କଥା ଅଛି ପରେ କହିବିଟ୍ଟ.’। ଏତିକି ଲେଖା ରହିଥିବା ବେଳେ ଆଉ କିଛି ଲେଖା ହୋଇ କଟା ଯାଇଛି। “ମୋତେ ଅକ୍ଷୟର ଷ୍ଟାଟସ୍‌ ଦେଖିକି ମୋତେ କହିଥିଲା ଦେଖିବା ପାଇଁ’ ଲେଖା ହୋଇ କଟା ହୋଇଛି । ସୌମ୍ୟଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ପାରଳାଖେମୁଣ୍ଡି ଆସିଥିବା ସମୟରେ ପୁଲିସ ତାଙ୍କୁ ସୌମ୍ୟଙ୍କ ସରକାରୀ ବାସଭବନରେ ଥିବା ସାମଗ୍ରୀ ହସ୍ତାନ୍ତର କରିଥିଲା। ତାହା ମଧ୍ୟରେ ଥିବା ବିଦ୍ୟାଭାରତୀଙ୍କ ଏକ ଖାତାରେ ଏଭଳି ଲେଖା ହୋଇଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ସୌମ୍ୟଙ୍କ ବଡ଼ଭାଇ ରଞ୍ଜନ ମହାପାତ୍ର। ତେବେ ଏହି ଅକ୍ଷୟ ଜଣକ କିଏ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହୁଏତ ଏହି ଲେଖାରୁ ପୁଲିସକୁ ତଦନ୍ତ ପାଇଁ କିଛି ସୁରାକ ମିଳିବ ଏବଂ ଆମକୁ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ସୌମ୍ୟଙ୍କ ବଡ ଭାଇ ରଞ୍ଜନ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!