Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩୪ ହଜାର ଟଙ୍କା ଲୁଟିନେଇ ଫେରାର ହେଉଥିବା ବେଳେ ୨ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି ପୋଲିସ

by ସଞ୍ଜୟ ସ୍ୱାଇଁ
July 25, 2021
in Crime, State
୩୪ ହଜାର ଟଙ୍କା ଲୁଟିନେଇ ଫେରାର ହେଉଥିବା ବେଳେ ୨ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି ପୋଲିସ
95
VIEWS
Share on FacebookShare on Twitter

ଟାଙ୍ଗୀ, (ବାଘୁଆବାର୍ତ୍ତା): ୨ କୁଖ୍ୟାତ ଡକାୟତକୁ ଗିରଫ କଲା ଟାଙ୍ଗୀ ପୋଲିସ । ସେମାନଙ୍କଠୁ ମାଉଜର, ଜୀବନ୍ତ ଗୁଳି, ଗୋଟିଏ ବାଇକ୍ ଜବତ କରାଯାଇଛି । ଗନ୍-ପଏଣ୍ଟରେ ଆକ୍ରମଣ କରି ଡକାୟତି କରି ଫେରାର ବେଳେ ଏହି ୨ କୁଖ୍ୟାତ ଡକାୟତ ଧରାପଡିଛନ୍ତି । ଗିରଫ ଡକାୟତ ଦ୍ୱୟଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ଚୋରି-ଡକାୟତି ଓ ରାହାଜାନୀ ଭଳି ସଙ୍ଗୀନ ମାମଲା ରହିଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ମା’ ଉଗ୍ରତାରା ମନ୍ଦିର ନିକଟ ଜଙ୍ଗଲିଆ ସ୍ଥାନରେ ବିଳମ୍ବିତ ରାତ୍ରରେ ଡକାୟତି କରିବା ବେଳେ ଏହି ଡକାୟତ ଦୁହେଁ ଧରା ପଡିଛନ୍ତି । କୃଷ୍ଣ ଚନ୍ଦ୍ର ସାହୁ ଏବଂ ତାଙ୍କ ବନ୍ଧୁ ଶଙ୍କର ପ୍ରଧାନ ଦୁହେଁ କାର୍ ଗାଡ଼ିରେ ଯାଉଥିବା ବେଳେ ଏହି ଡକାୟତ ମାନେ ତାଙ୍କୁ ଗନ୍-ପଏଣ୍ଟରେ ଆକ୍ରମଣ କରିଥିଲେ । ସେମାନଙ୍କଠୁ ୩୪ ହଜାର ଟଙ୍କା ଲୁଟିନେଇ ଫେରାର ହେଉଥିବା ବେଳେ ପୋଲିସ ହାତରେ ଧରା ପଡିଯାଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!