Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୃହରେ ବିଦ୍ୟୁତ ସଂଯୋଗ କରିବା ପାଇଁ ଯାଇ ଦୁଇ ନାବାଳିକା ଭଉଣୀଙ୍କ ସହ ଫଟୋ ଉଠାଇ ଭାଇରାଲ କରି ବନ୍ଧା ହେଲା ଅଭିଯୁକ୍ତ

by ସଞ୍ଜୟ ସ୍ୱାଇଁ
July 22, 2021
in Crime, State
ଗୃହରେ ବିଦ୍ୟୁତ ସଂଯୋଗ କରିବା ପାଇଁ ଯାଇ ଦୁଇ ନାବାଳିକା ଭଉଣୀଙ୍କ ସହ ଫଟୋ ଉଠାଇ ଭାଇରାଲ କରି ବନ୍ଧା ହେଲା ଅଭିଯୁକ୍ତ
171
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମ୍‌.ଭି:- ୬୨ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ୨ଜଣ ନାବାଳିକା ଯୁବକଙ୍କ କଥାରେ ରାଜି ନ ହେବାରୁ ସୋସିଆଲ ମିଡିଆରେ ଅଶ୍ଲୀଳ ଫଟୋ ଭାଇରାଲ କରିଥିବା ଘଟଣା ସାମ୍ନାକୁ ଆସିଛି। ପୀଡିତା ଏନେଇ କାଲିମେଳା ଥାନାରେ ଅଭିଯୋଗ କରିଛନ୍ତି।। ଏମ୍‌ଭି-୬୨ ଗ୍ରାମର ବିଚିତ୍ର ମଣ୍ଡଳଙ୍କ ପୁଅ ସୁପ୍ରଭାତ ମଣ୍ଡଳ(୨୫) ଗତ ଦୁଇ ବର୍ଷ ତଳେ ଜଣେ ନାବାଳିକାଙ୍କ ଘରେ ତାଙ୍କ ପିତାଙ୍କୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହରେ ବିଦ୍ୟୁତ ସଂଯୋଗ କରିବା ପାଇଁ ଯାଇଥିଲେ । ସେଠାରେ ସେ ଦୁଇ ନାବାଳିକା ଭଉଣୀଙ୍କ ସହ କିଛି ଆପତ୍ତି ଜଣକ ଫଟୋ ଉଠାଇଥିଲେ । ଏବଂ ସେହି ଫଟୋକୁ ସେ ନିଜ ମୋବାଇଲରେ ମଧ୍ୟ ରଖିଥିଲେ । ପରେ ସେ ବଡ଼ ଭଉଣୀଙ୍କୁ ଏକ ମୋବାଇଲ ଦେଇଥିଲେ ଓ ତାଙ୍କୁ ସେ ତାର କଥାରେ ରାଜି ହେବା ପାଇଁ ମଧ୍ୟ ବାଧ୍ୟ କରୁଥିଲେ । ତେବେ ନାବାଳିକା ଜଣକ ତାଙ୍କ କଥାରେ ରାଜି ନ ହେବାରୁ ସେ ନାବାଳିକାଙ୍କୁ ବ୍ଲାକମେଲ କରିବା ସହ ସେହି ଆପତ୍ତି ଜଣକ ଫଟୋକୁ ଭାଇରାଲ କରିଦେଇଥିଲା । ଏହି ଘଟଣା ଜଣାପଡିବା ପରେ ଉକ୍ତ ନାବାଳିକାଙ୍କ ପରିବାର ପକ୍ଷରୁ କାଲିମେଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି କାଲିମେଳା ପୋଲିସ ମଙ୍ଗଳବାର ସୁପ୍ରଭାତଙ୍କୁ ଗିରଫ କରି ଏକ ମାମଲା ୧୫୬/୨୧, ତା-୨୦/୦୭/୨୧ ରେ ରୁଜ୍ଜୁ କରି ବିଭିନ୍ନ ଦଫା ଲଗାଇ ଘଟଣାର ତଦନ୍ତ ଜାରୀ ରଖିଛନ୍ତି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!