Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୧୫.୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗରେ ଦୁଇ ମାଷ୍ଟରମାଇଣ୍ଡ ଗିରଫ

by ସଞ୍ଜୟ ସ୍ୱାଇଁ
July 16, 2021
in Feature News
୧୧୫.୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗରେ ଦୁଇ ମାଷ୍ଟରମାଇଣ୍ଡ ଗିରଫ
91
VIEWS
Share on FacebookShare on Twitter

ରାଉରକେଲା,(ବାଘୁଆବାର୍ତ୍ତା): ରାଜ୍ୟ ଜିଏସ୍‌ଟି ଏନ୍‌ଫୋସ୍‌ମେଣ୍ଟ ୱିଙ୍ଗ୍‌ ବଡ଼ଧରଣ ଜିଏସ୍‌ଟି ରାକେଟର ପର୍ଦାଫାଶ କରିଛି l ୧୧୫.୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ମାମଲାରେ ଦୁଇ ମାଷ୍ଟରମାଇଣ୍ଡକୁ ଗିରଫ କରିଛି l ସେମାନେ ହେଲେ ରାଉରକେଲାର ତିରୁପତି ଟ୍ରେଡର୍ସର ମ୍ୟାନେଜିଙ୍ଗ୍‌ ପାର୍ଟନର ଓ ଶତଗୁରୁ ମେଟାଲ୍‌ସ ଆଣ୍ଡ ପାୱାର୍ ଲିମିଟେଡ୍‌ର ଗୁରୁଦିତ ଡାଙ୍ଗ, ରାଉରକେଲାସ୍ଥିତ ସ୍ମାର୍ଟ ଏଜେନ୍ସି ଟ୍ରେଡ଼ ଭେଞ୍ଚରର ନିର୍ଦେଶକ ସୁଜୟ ମୈତ୍ର l ଶ୍ରୀ ଡାଙ୍ଗଙ୍କୁ ରାଉରକେଲା ଓ ଶ୍ରୀ ମୈତ୍ରଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି l ଏହି ଦୁଇ ଜଣ ଅନ୍ୟ ମାନଙ୍କ ସହ ମିଶି ୧୬ଗୋଟି ଜାଲ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଥିଲେ l ଏହାରି ଜରିଆରେ ଜାଲ କିଣା ବିଲ ମାଧ୍ୟ୍ୟମରେ ଏହି ଜାଲ ଏନପୁଟ ଟାସ୍କ କ୍ରେଡିଟ ହାତେଇଥିବା ଜଣାଯାଇଛି l ଏହି ଜାଲ ପ୍ରତିଷ୍ଠାନ ରାଉରକେଲା, ବଣାଇ,ସୁନ୍ଦରଗଡ,ଅନୁଗୁଳ, ତିର୍ତୋଲ ଓ ରିଆମାଳ ରହିଛି l ବାଲେଶ୍ୱରର ଜଣେ ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ ଅନୁସନ୍ଧାନ ଆରମ୍ଭ ହୋଇଥିଲା l ସେହିପରି ପାଣିକୋଇଲି, ବାରିପଦା, ରସଗୋବିନ୍ଦପୁର, ବରଗଡ଼, ପୁରୀ ଓ ବାଲେଶ୍ୱରର ପାଞ୍ଚ ଜଣ ବ୍ୟବସାୟୀଙ୍କୁ ଜାଲ ବିଲ ବଳରେ ଜିନିଷ ଯୋଗାଇଥିବା ସେମାନେ ସ୍ୱୀକାର କରିଛନ୍ତି l ଦୁଇ ଚକିଆ ଯାନ,କାର,ତିନି ଚକିଆ ଯାନରେ ଟନ ଟନ ପରିମାଣ ମାଲ ପରିବହନ ହୋଉଥିବା କାଗଜପତ୍ରରେ ଦର୍ଶାଇଥିଲେ l

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!