Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାରେ ଚାଲିଥିଲା ସେକ୍ସ ରାକେଟ୍:ଧରିଲା ପୁଲିସ୍

by ସଞ୍ଜୟ ସ୍ୱାଇଁ
July 15, 2021
in Crime
ଜିଲ୍ଲାରେ ଚାଲିଥିଲା ସେକ୍ସ ରାକେଟ୍:ଧରିଲା ପୁଲିସ୍
925
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲାରେ ଥିବା ହୋଟେଲ୍ ଓ ଲଜରେ ଚାଲିଥିଲା ସେକ୍ସ ରାକେଟ୍ । ପୁଲିସ୍ ପାଖରେ ସୂଚନା ପହଞ୍ଚିବା ପରେ ଚଢଉ କରିଛି ପୁଲିସ୍ । ଚଢଉ ସମୟରେ ହୋଟେଲ୍ ମାଲିକ ସମେତ ୫ଜଣଙ୍କୁ ଗିରଫ୍ କରିଛି । ଏଭଳି ଘଟଣା ଘଟିଛି ରାଉଲକେଲା ଅଞ୍ଚଳରେ । ସୂଚନାନୁସାରେ, ରାଉଲକେଲା କଚେରୀ ରୋଡ ଅଞ୍ଚଳରେ ଥିବା କମ୍ଫର୍ଟ ହୋଟେଲରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୁଲିସ୍ ପାଖରେ ପକ୍କା ପ୍ରମାଣ ଲାଗିବା ପରେ ପ୍ଲାଣ୍ଟ ସାଇଟ୍ ଥାନା ଓ ଉଦିତନଗର ଥାନା ପୁଲିସ୍ ମିଳିତ ଭାବେ ବୁଧବାର ବିଳମ୍ବିତ ରାତିରେ ଚଢଉ କରିଥିଲା । ଚଢଉ ସମୟରେ ୫ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ଜଣ ଯୁବକ ଓ ୨ଜଣ ହୋଟେଲ୍ କର୍ମଚାରୀଙ୍କୁ ଉଦିତନଗର ଥାନାରେ ପଚରାଉଚରା କରିବା ପାଇଁ ଅଟକ ରଖିଥିଲା ପୁଲିସ୍ । ୫ଜଣ ଯୁବତୀଙ୍କ ମଧ୍ୟରୁ ୪ଜଣ ପଶ୍ଚିମବଙ୍ଗ ହୋଇଥିବା ଜଣାପଡିଛି । ଏହି ସେକ୍ସ ରାକେଟ୍ କେଉଁ ମାନେ ସଂପୃକ୍ତ ଅଛନ୍ତି ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!