Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଞ୍ଚିରିଡା ବନାଞ୍ଚଳ ଶରଣକୁଳ ଫରେଷ୍ଟ ଅଫିସଠାରେ ଚାରା ବଣ୍ଟନ

by ସଞ୍ଜୟ ସ୍ୱାଇଁ
July 12, 2021
in Planning and Development, State
ପଞ୍ଚିରିଡା ବନାଞ୍ଚଳ ଶରଣକୁଳ ଫରେଷ୍ଟ ଅଫିସଠାରେ ଚାରା ବଣ୍ଟନ
113
VIEWS
Share on FacebookShare on Twitter

ଶରଣକୁଳ, (ବାଘୁଆବାର୍ତ୍ତା): ଶରଣକୁଳ ଫରେଷ୍ଟ ଅଫିସ ତରଫରୁ ଆଜି ଶରଣକୁଳ ବାପୁଜୀ ସେବା ସଂଘ ଠାରେ ଚାରା ବିକ୍ରୟ କେନ୍ଦ୍ର ଉଦଘାଟନ ହୋଇଛି । ଉଦଘାଟନ କରିଥିଲେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ରେଞ୍ଜର ଅର୍ଚ୍ଚନା ଗମାଙ୍ଗୋ, ଶରଣକୁଳ ଗ୍ରା.ପ. ପୂର୍ବତ୍ତନ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ, ସୋଲପଟା ସରପଞ୍ଚ ସୁଶାନ୍ତ କୁମାର ଜେନା, ସମାଜସେବୀ ବିକ୍ରମ କୁମାର ଦାଶ, ବୈକୁଣ୍ଠନାଥ ସେଠି, କବିରାଜ ସାହୁ, ଶରଣକୁଳ ଥାନାର ଭାରପ୍ରାପ୍ତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର୍ର ପଟ୍ଟାୟତ, ନୟାଗଡ଼ ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ଉପସଭାପତି ଉମାପ୍ରସାଦ ସାହୁ, ସମ୍ପାଦକ ପ୍ରତାପ ନାୟକ ଉପସ୍ଥିତ ରହିଥିଲେ । ସେହିଠାରେ ଚାରା ବଣ୍ଟନରେ ଲିମ୍ବ, ଶାଗୁଆନ, ଚନ୍ଦନ, ଅମୃତଭଣ୍ଡା, ଶାଳ, ଶିରିଡା, କଦମ୍ବ ଅଳି ସବୁମାନ ଗଛ ବଣ୍ଟନ କରାଯାଇଥିଲେ ଆସନ୍ତା ତା.୧୫.୦୭.୨୦୧୨୧ ଗୁରୁବାର ଦିନ ବାପୁଜି ସେବା ସଂଘରେ ବ୍ଲଡ କ୍ୟାମ୍ପ କରାଯିବ । ସମସ୍ତେ ରହି ଯୋଗଦେବ ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!