Sunday, September 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗର୍ଭବତୀଙ୍କୁ ମେଡିକାଲ୍ ନେବାକୁ କହି ଘରୁ ବାହାରିଥିଲେ ଆଶାକର୍ମୀ, ଆଉ ଘରକୁ ଫେରିନଥିଲେ

by ସଞ୍ଜୟ ସ୍ୱାଇଁ
July 12, 2021
in Crime, State
ଗର୍ଭବତୀଙ୍କୁ ମେଡିକାଲ୍ ନେବାକୁ କହି ଘରୁ ବାହାରିଥିଲେ ଆଶାକର୍ମୀ, ଆଉ ଘରକୁ ଫେରିନଥିଲେ
842
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲାରେ ଜଣେ ଆଶାକର୍ମୀ ନିଖୋଜ ହୋଇଥିବା ତାଙ୍କ ସ୍ବାମୀ ପଡିଆ ଥାନାରେ ଏତଲା ଦେଇଛନ୍ତି । ଆଶାକର୍ମୀ ଜଣଙ୍କ ହେଉଛନ୍ତି କତାଗୁଡା ଗ୍ରାମର ଜଗଦିଶ ବାୟାଙ୍କ ପତ୍ନୀ ସ୍ବପ୍ନା ବାୟା । ତାଙ୍କ ବର୍ଷ ୨୫ ବର୍ଷ । ଆଶାକର୍ମୀଙ୍କ ସ୍ବାମୀଙ୍କ ଅଭିଯୋଗ ଅନୁଯାୟୀ ଗତ ୩ ତାରିଖ ଅପରାହ୍ନରେ ପଡିଆ ମେଡିକାଲରୁ ଜଣେ ଗର୍ଭବତୀଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ନେବାର ଅଛି କହି ଆଶାକର୍ମୀ ଘରୁ ବାହାରିଥିଲେ । ରାତି ପର୍ୟ୍ୟନ୍ତ ଘରକୁ ନ ଫେରିବାରୁ ତାଙ୍କ ସ୍ବାମୀ ବନ୍ଧୁବାନ୍ଧବ ଓ ସାଙ୍ଗ ସାଥୀଙ୍କ ଘରେ ଗତ ୩ ଦିନ ଧରି ଖୋଜା ଖୋଜି କରିଥିଲେ । ତାଙ୍କର କିଛି ପତ୍ତା ନ ମିଳିବାରୁ ଓ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିବାରୁ ପଡିଆ ଥାନାରେ ତାଙ୍କ ପତ୍ନୀ ନିଖୋଜ ହୋଇଯିବା ସମ୍ପର୍କରେ ଏତଲା ଦେଇଛନ୍ତି । ପଡିଆ ଥାନାରେ ଏକ ମାମଲା ରୁଜୁ କରାଯାଇ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି। ଆଶାକର୍ମୀଙ୍କୁ କିଏ ଅପହରଣ କରି ନେଇଥିବା ତାଙ୍କ ପରିବାର ଲୋକ ସନ୍ଦେହ କରୁଛନ୍ତି । ଏହି ଘଟଣାକୁ ଗୁରୁତ୍ବର ସହ ତଦନ୍ତ କରାଯାଉଛି ବୋଲି ପଡ଼ିଆ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶାକ ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!