Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜାଣନ୍ତୁ କଳା ଅଳେଇଚର ଉପକାରିତା ଗୁଣ

by ସଞ୍ଜୟ ସ୍ୱାଇଁ
July 11, 2021
in Health, Nayagarh, State
ଜାଣନ୍ତୁ କଳା ଅଳେଇଚର ଉପକାରିତା ଗୁଣ
214
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଭାରତର ପ୍ରତ୍ୟେକ ରୋଷେଇ ଘରେ ମସଲା ଭାବରେ କଳା ଅଳେଇଚ ବ୍ୟବହୃତ ହୋଇଥାଏ । କଳା ଅଳେଇଚ କେବଳ ଖାଦ୍ୟରେ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । କଳା ଅଳେଇଚକୁ ଔଷଧ ଭାବରେ ବ୍ୟବହୃତ କରାଯାଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତିଦିନ ଖାଦ୍ୟରେ କଳା ଅଳେଇଚ ମିଶାଇବା ଦ୍ୱାରା ଶରୀରକୁ ଅନେକ ରୋଗରୁ ମୁକ୍ତ ମିଳିଥାଏ। ଆସନ୍ତୁ ଜାଣିବା କଳା ଅଳେଇଚ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ । ଗ୍ୟାସ୍ ସମସ୍ୟାକୁ ଦୁର କରିଥାଏ: ପେଟରେ ଥିବା ଗ୍ୟାସର ସମସ୍ୟା ଦୂର କରିବାରେ କଳା ଅଳେଇଚ ବହୁତ ସାହାଯ୍ୟ କରିଥାଏ । କଳା ଅଳେଇଚରେ କାର୍ମିନାଟିଭ୍ ନାମକ ଗୁଣ ମିଳିଥାଏ, ଯାହା ଭୋକ ନହେବାର ସମସ୍ୟାକୁ ଦୁର କରିଥାଏ । ଯଦି ଆପଣ ନିଜ ଖାଦ୍ୟରେ କଳା ଅଳେଇଚ ଖାଇବେ, ତେବେ ଆପଣ ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ । ଦାନ୍ତ ସଂକ୍ରମଣ ଦୁର କରିଥାଏ: କଳା ଅଳେଇଚ ଶରୀରକୁ ଅନେକ ପ୍ରକାର ଲାଭ ଦେଇଥାଏ । ପେଟ ସମସ୍ୟା ବ୍ୟତୀତ କଳା ଅଳେଇଚ ଦାନ୍ତ ସଂକ୍ରମଣ, ମାଢୀ ସଂକ୍ରମଣ ଏବଂ ମୁହଁର ଦୁର୍ଗନ୍ଧ ଦୁର କରିବାରେ ସହାୟକ ହୋଇଥାଏ । ଅମ୍ଳତା ଦୁର କରିଥାଏ: ଅତ୍ୟଧିକ ତେଲିଆ ଖାଦ୍ୟ ଖାଇବା ହେତୁ ପ୍ରାୟତଃ ଅମ୍ଳତା ସମସ୍ୟା ଦେଖାଯାଇଥାଏ । ତେଣୁ, ଆପଣ ନିଜ ଖାଦ୍ୟରେ କଳା ଅଳେଇଚ ଅନ୍ତର୍ଭୁକ୍ତ କରିପାରିବେ । ଆପଣ ଖାଦ୍ୟରେ ଯେକୌଣସି ଉପାୟରେ କଳା ଅଳେଇଚ ବ୍ୟବହାର କରିପାରିବେ । ଏହା କରିବା ଦ୍ୱାରା ଅମ୍ଳତା ସମସ୍ୟା ସହଜରେ ଦୁର ହୋଇଥାଏ । ଫୁସଫୁସରେ ରକ୍ତ ସଞ୍ଚାଳନ ସଠିକ୍ ଭାବରେ କରିଥାଏ: ଫୁସଫୁସର ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବା ପାଇଁ କଳା ଅଳେଇଚ ବହୁତ ଲାଭଦାୟକ ହୋଇଥାଏ । ଏହା ଆଜ୍ମା ଏବଂ ଥଣ୍ଡା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଯଦି ଆପଣ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ଚିନ୍ତିତ ତେବେ ଖାଦ୍ୟରେ କଳା ଅଳେଇଚ ଅନ୍ତର୍ଭୁକ୍ତ କରନ୍ତୁ । କଳା ଅଳେଇଚ ବହୁତ ଗରମ ଅଟେ । ଏହାକୁ ଖାଇବା ଦ୍ୱାରା ଶୀଘ୍ର ଥଣ୍ଡା ସମସ୍ୟାରୁ ମୁକ୍ତି ମିଳିଥାଏ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!