Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩୫୪ କିଗ୍ରା ହେରୋଇନ ଜବତ, ୪ ଗିରଫ

by ସଞ୍ଜୟ ସ୍ୱାଇଁ
July 10, 2021
in Crime, NATIONAL NEWS
୩୫୪ କିଗ୍ରା ହେରୋଇନ ଜବତ, ୪ ଗିରଫ
104
VIEWS
Share on FacebookShare on Twitter

ନୂଆଦିଲ୍ଳୀ, (ବାଘୁଆବାର୍ତ୍ତା): ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ ଧରଣର ଡ୍ରଗ ରାକେଟକୁ ରୋକିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ । ୩୫୪ କିଗ୍ରା ହେରୋଇନ୍ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୫ ଶହ କୋଟି ହେବ ବୋଲି ଆକଳନ କରାଯାଉଛି । ଏହି ଘଟଣାରେ ସ୍ୱତନ୍ତ୍ର ସେଲ୍ ହରିଆଣାର ୩ ଓ ଦିଲ୍ଲୀର ଜଣଙ୍କୁ ଗିରଫ କରିଛି । ସ୍ୱତନ୍ତ୍ର ସେଲ୍ ମୁଖ୍ୟ ନୀରଜ ଠାକୁରଙ୍କ ଅନୁଯାୟୀ ଏହି ରାକେଟରେ ପାକିସ୍ତାନୀ ଅର୍ଥ ଲାଗିଥିବାର ଆକଳନ କରାଯାଉଛି । ଏହା ସହିତ ଆତଙ୍କବାଦ ସହିତ ଏହାର ଲିଙ୍କ ଯାଞ୍ଚ କରାଯାଉଥିବା ପ୍ରକାଶ କରିଛନ୍ତି ନୀରଜ । ଏହି ଡ୍ରଗସ ଆଫଗାନିସ୍ତାନରୁ ସମୁଦ୍ର ପଥରେ ମୁମ୍ବାଇ ଅଣାଯାଉଛି । ମୁମ୍ବାଇରୁ କଣ୍ଟେନର ଜରିଆରେ ଦିଲ୍ଳୀ ଅଣାଯାଉଥିଲା । ମଧ୍ୟପ୍ରଦେଶର ଶିବପୁରୀରେ ହେରୋଇନ୍ ପ୍ରକ୍ରିୟାକରଣର କାରଖାନା ରହିଥିବା ବେଳେ ଫରିଦାବାଦରେ ଏକ ଗୋଦାମରେ ଏହାକୁ ରଖାଯାଉଥିଲା । ପରବର୍ତ୍ତୀ ସମୟରେ ଏହି ଡ୍ରଗସ ପଞ୍ଜାବ ଓ ରାଜସ୍ଥାନ ପଠାଯିବାର କାର୍ୟ୍ୟକ୍ରମ ଥିବା ଜଣା ପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!