Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଟିକ ପରେ ଗୋଟିଏ ବିବାହ କରି ରସିକିଆ ବିଲଡର ଗିରଫ

by ସଞ୍ଜୟ ସ୍ୱାଇଁ
July 8, 2021
in Crime, State
ଗୋଟିକ ପରେ ଗୋଟିଏ ବିବାହ କରି ରସିକିଆ ବିଲଡର ଗିରଫ
56
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସିରିଜ ବିବାହ କରି ରସିକିଆ ବିଲଡର ଗିରଫ। ଜଣେ ବିଲଡର ଦୁଇରୁ ଅଧିକ ଯୁବତୀଙ୍କୁ ସିରିଜ ବିବାହ କରି ଶେଷରେ ବନ୍ଧା ହୋଇଛନ୍ତି। ଯୁବକ ଜଣକ ହେଉଛନ୍ତି ପ୍ରିୟବ୍ରତ ମିଶ୍ର। ନିଜକୁ ଜଣେ ବିଲଡର କହି ଜଣକ ପରେ ଜଣେ ଯୁବତୀଙ୍କୁ ବିବାହ କରୁଥିଲେ। ଗୋଟିଏ ପରେ ଗୋଟିଏ ବିବାହ କରିବା ତାଙ୍କ ନିଶା ଓ ପେଶା ଥିଲା। ବିବାହ ପରେ ସେମାନଙ୍କ ଠୁ ଯୌତୁକ ଆକାରରେ ମୋଟ ଅଙ୍କର ଟଙ୍କା ଆଣୁଥିଲେ। ଜଣକ ଠାରେ ମନ ପୂରି ଗଲା ପରେ ପୁଣି ଆଉ ଜଣେ ଯୁବତୀଙ୍କୁ ଫାଶରେ ପକାଇ ବିବାହ କରୁଥିଲେ। ଜଣକ ପରେ ଜଣେ ଯୁବତୀଙ୍କୁ ବିବାହ କରି ସେ ଧୋକା ଦେଉଥିଲେ। ତେବେ ଏନେଇ ୨ ଜଣ ଯୁବତୀ ଅଭିଯୋଗ କଲାପରେ ଶେଷରେ ରସିକିଆ ବିଲଡରକୁ ପୁଲିସ ଗିରଫ କରିଛି। ବିଲଡରଙ୍କ ଏହି କାରନାମା ପଛରେ ତାଙ୍କର ପରିବାର ଲୋକଙ୍କ ହାତ ଥିବା ଅଭିଯୋଗ ହୋଇଛି। କ୍ୟାପିଟାଲ ଓ ମହିଳା ଥାନାରେ ସମ୍ପୃକ୍ତ ବିଲଡର ନାମରେ ଏକାଧିକ ମାମଲା ରହିଥିବା ଅଭିଯୋଗ ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!