Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହାପ୍ରଭୁଙ୍କ ଘୋଷଯାତ୍ରା ଦିନ ବଡ଼ଦାଣ୍ଡରେ ଲାଗୁ ହେବ ୪୮ ଘଣ୍ଟିଆ କର୍ଫ୍ୟୁ,

by ସଞ୍ଜୟ ସ୍ୱାଇଁ
July 6, 2021
in State
ମହାପ୍ରଭୁଙ୍କ ଘୋଷଯାତ୍ରା ଦିନ ବଡ଼ଦାଣ୍ଡରେ ଲାଗୁ ହେବ ୪୮ ଘଣ୍ଟିଆ କର୍ଫ୍ୟୁ,
124
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଶ୍ରୀଗୁଣ୍ଡିଚା ଯାତ୍ରାରେ ପ୍ରାଶାସନିକ ପ୍ରସ୍ତୁତି ନେଇ ପ୍ରଶାସନ ସୋମବାର ଅଧିକ ସୂଚନା ଦେଇଛି । ମହାପ୍ରଭୁଙ୍କ ଘୋଷଯାତ୍ରା ଦିନ ବଡ଼ଦାଣ୍ଡରେ ଲାଗୁ ହେବ ୪୮ ଘଣ୍ଟିଆ କର୍ଫ୍ୟୁ । ବଡ଼ଦାଣ୍ଡବାସୀ ସେମାନଙ୍କ ବାସଭବନର ଛାତ ଓ ବାଲକୋନିରେ ବସି ବା ଠିଆ ହୋଇ ରଥାରୂଢ଼ ଶ୍ରୀବିଗ୍ରହଙ୍କ ରଥଟଣା ଦେଖିବା ଉପରେ କଟକଣା ରହିବ । ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ ବେଳେ ଭକ୍ତଙ୍କୁ ଦର୍ଶନ ପ୍ରବେଶ ଅନୁମତି ମିଳିବ ନାହିଁ । ଆଡ଼ପ ଅବଢ଼ା ଭକ୍ତଙ୍କୁ ବିତରଣ କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଆଡ଼ପ ଅବଢ଼ା ସେବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ୨ଟି ସ୍ଥାନରେ ସୁପକାର ନିଯୋଗର ଷ୍ଟଲ ଲାଗିବ । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଅବସ୍ଥାନ କାଳରେ ଗୁଣ୍ଡିଚା ମନ୍ଦିର ଚାରି ପାଖରେ ୧୪୪ ଧାରା ସୁରକ୍ଷା ବଳୟ ରହିବ । ନଅ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଚାରି ପାଖରେ ଏହି କଟକଣା ବଳବତ୍ତର ରହିବ । ସୋମବାର ଶ୍ରୀମନ୍ଦିରର ଛଅ ଗୋଟି ନିଯୋଗ ସହ ଆଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ କହିଛନ୍ତି । ରଥଯାତ୍ରା ବେଳେ ବଡ଼ଦାଣ୍ଡକୁ ଅଣସ୍ୱୀକୃତ ଲୋକଙ୍କୁ ଛଡ଼ାଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!