Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଢ଼ନ୍ତୁ, ଅମିର ଖାନ ବିବାହ କରିବେ କାହାକୁ?

by ସଞ୍ଜୟ ସ୍ୱାଇଁ
July 5, 2021
in Lifestyle, NATIONAL NEWS
ପଢ଼ନ୍ତୁ,  ଅମିର ଖାନ ବିବାହ କରିବେ କାହାକୁ?
240
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ଦୁଇ ଦୁଇ ଜଣ ପତ୍ନୀଙ୍କୁ ଛାଡ଼ପତ୍ର ଦେବାପରେ ଏବେ ଆମିର ଖାନ୍‌ ତୃତୀୟ ବିବାହ ପାଇଁ ଅଣ୍ଟା ଭିଡ଼ୁଥିବା ଚର୍ଚ୍ଚାହେଉଛି। ଅଭିନେତ୍ରୀ ଫାତିମା ସାନା ଖାନ୍‌ଙ୍କୁ ସେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ‘ଦଙ୍ଗଲ’ ସିନେମୋରେ ଆମିରଙ୍କ ସହ କାମ କରିଥିଲେ ଫାତିମା। ଶୁଟିଂ ସେଟ୍‌ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ଚର୍ଚ୍ଚା ହେଉଛି। ପରେ ‘ଥଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ରେ ମଧ୍ୟ ଫାତିମାଙ୍କୁ ଆମିରଙ୍କ ସହ ଦେଖିବାକୁ ମିଳିଥିଲା। ସେହି କାରଣୁ ସେ କିରଣ ରାଓଙ୍କ ସହ ୧୫ ବର୍ଷର ସମ୍ପର୍କ ଛିନ୍ନ କରିଥିବା ବଲିଉଡ୍‌ ଜଗତରେ ଆଲୋଚନା ଚାଲିଛି। ତେବେ ସବୁଠୁ ରୋଚକ କଥା ହେଲା ଫାତିମା ବୟସରେ ଆମିରଙ୍କ ଠାରୁ ୨୮ ବର୍ଷ ସାନ। ଆମିରଙ୍କୁ ଏବେ ୫୬ ବର୍ଷ, ଅର୍ଥାତ ଫାତିମାଙ୍କ ବୟସର ଠିକ ଦୁଇଗୁଣା। କେବଳ ସେତିକି ନୁହେଁ, ଆମିରଙ୍କ ବଡ଼ପୁଅ ଜୁନୈଦ ଖାନ୍‌ ଓ ଫାତିମାଙ୍କ ବୟସ ସମାନ। ଉଭୟଙ୍କର ବୟସ ଏବେ ପ୍ରାୟ ୨୮ ବର୍ଷ। ଆମିରଙ୍କ ଝିଅ ଇରାର ବୟସ ମଧ୍ୟ ୨୪ ବର୍ଷ। ଏଣୁ ଆମିର ତାଙ୍କ ପୁଅ ବୟସର ଯୁବତୀଙ୍କୁ ବିବାହ କରୁଥିବା ଖବର ଏବେ ରୋଚକ ମୋଡ଼ ନେଇଛି। ଆମିରଙ୍କ ପ୍ରଥମ ବିବାହର ୭ ବର୍ଷ ପରେ ଫାତିମା ଜନ୍ମ ହୋଇଛନ୍ତି ଆନ୍ଧ୍ରପ୍ରଦେଶରେ ଜନ୍ମିତ ଫାତିମା ମାତ୍ର ୫ ବର୍ଷ ବୟରେ ଇସ୍କ ସିନେମାରୁ ଅଭିନୟ ଆରମ୍ଭ କରି ଏଯାବତ ୧୪ ସିନେମାରେ ଅଭିନୟ କରିସାରିଛନ୍ତି। ଆମିରଙ୍କ ପୂରା ନାମ ମହମ୍ମଦ ଆମିର ହୁସେନ୍‌ ଖାନ୍। ୧୯୬୫ ମସିହାରେ ମୁମ୍ବାଇରେ ଜନ୍ମିତ ୧୯୭୩ ମସିହାରେ ମାତ୍ର ୮ ବର୍ଷ ବୟସରେ ୟାଦୋଁ କି ବାରାତ୍‌ ଚଳଚ୍ଚିତ୍ର ମାଧ୍ୟମରେ ଅଭିନୟ ଜଗତରେ ପ୍ରବେଶ କଲେ। ୧୯୮୬ରେ ମାତ୍ର ୨୧ ବର୍ଷ ବୟସରେ ପ୍ରଥମେ ସେ ରୀନା ଦତ୍ତଙ୍କୁ ବିବାହ କଲେ। ରୀନା ଓ ଆମିରଙ୍କର ଜୁନୈଦ ଓ ଇରା ନାମରେ ଦଉି ସନ୍ତାନ ଅଛନ୍ତି। ୨୦୦୨ରେ ରୀନାଙ୍କ ସହ ଆମିରଙ୍କର ବିବାହ ବିଚ୍ଛେଦ ହୋଇଥିଲା। ୨୦୦୫ ମସିହାରେ ନିର୍ଦ୍ଦେଶିକା କିରଣ ରାଓଙ୍କୁ ଦ୍ବିତୀୟ ବିବାହ କଲେ ଆମିର। ୨୦୧୧ରେ କିରଣ ଓ ଆମିର ଆଜାଦ ନାମରେ ପୁତ୍ରସନ୍ତାନ ପାଇଲେ। ଉଭୟଙ୍କର ବିବାହ ବିଚ୍ଛେଦ ନେଇ ଗତକାଲି ଖବର ଆସିଛି। ଗଣମାଦ୍ୟମର ଅନୁମାନ ଯଦି ସହ ହୁଏ ତେବେ ଫାତିମାଙ୍କୁ ତୃତୀୟ ବିବାହ କରିବାକୁ ଯାଉଛନ୍ତି ଆମିର। ଆମିରଙ୍କ ଦ୍ବିତୀୟ ପତ୍ନୀ କିରଣ ରାଓ ଶାକାହାରୀ ହୋଇଥିବା ବେଳେ ତାଙ୍କ ଦ୍ବାରା ପ୍ରେରିତ ହୋଇ ଆମିର ଆମିଷ ଭକ୍ଷଣ ଛାଡ଼ିଛନ୍ତି ବୋଲି ୨୦୧୫ରେ ଘୋଷଣା କରିଥିଲେ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!