Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଷ୍କର୍ମ ଭାଇରାଲ ଭିଡିଓ ଦେଖି ସ୍ୱାମୀ ତାଜୁବ୍

by ସଞ୍ଜୟ ସ୍ୱାଇଁ
July 3, 2021
in Crime
ପ୍ରେମିକ ସହିତ ୨୮ ଜଣ କଲେ ଗଣ ଦୁଷ୍କର୍ମ, ଫେସବୁକ ବନ୍ଧୁ କାଳ ହେଲା
365
VIEWS
Share on FacebookShare on Twitter

ପାଟନା, (ବାଘୁଆବାର୍ତ୍ତା): ଦୁଷ୍କର୍ମ ହେଉଥିବାର ଭାଇରାଲ ଭିଡିଓ ଦେଖି ସ୍ୱାମୀ ତାଜୁବ୍ ହୋଇଯାଇଥିଲେ । ପରେ ସ୍ତ୍ରୀକୁ ଏହାରି ବଷିୟରେ ପଚାରିବା ପରେ ଜଣାପଡିଥିଲା ସମସ୍ତ ଘଟଣା । ଯାହାକୁ ନେଇ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ପାଟନା ଅଞ୍ଚଳରେ । ସୂଚନାନୁସାରେ, ପାଟନା ଅଞ୍ଚଳରେ ଜଣେ ମହିଳା ଶୌଚ ହେବାକୁ ବାହାରକୁ ଯାଇଥିବା ବେଳେ ସେହି ଗାଁର ୬ଜଣ ଯୁବକ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ । ଏ ବିଷୟରେ ଯାହାକୁ କଭର ଦବୁ ଜୀବନରୁ ମାରି ଦେବାକୁ ଧମକ୍ ଦେଇଥିଲେ । ଯାହାଫଳରେ ମହିଳା ଜଣଙ୍କ ସ୍ୱାମୀଙ୍କୁ ଘଟିଥିବା ଘଟଣା ଲୁଚାଇଥିଲା । ପରେ ଏହି ଦୁଷ୍କର୍ମ ଭିଡିଓ ଭାଇରାଲ ହେଲା ପରେ ସ୍ୱାମୀଙ୍କ ନଜରରେ ପଡିଥିଲା । ଭାଇରାଲ ଦୁଷ୍କର୍ମ ଭିଡିଓ ଦେଖି ସ୍ୱାମୀ ତାଜୁବ ହୋଇ ଆସି ଘରେ ସ୍ତ୍ରୀକୁ ପଚାରିଥିଲା । ସ୍ତ୍ରୀ ଠାରୁ ସମସ୍ତ ଘଟଣା ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇ ସ୍ୱାମୀ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!