Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟର ୧୧ତମ ପ୍ରତିଷ୍ଠା ଦିବସ ପାଳିତ

by ସଞ୍ଜୟ ସ୍ୱାଇଁ
July 2, 2021
in State
ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟର ୧୧ତମ ପ୍ରତିଷ୍ଠା ଦିବସ ପାଳିତ
40
VIEWS
Share on FacebookShare on Twitter

ହିଞ୍ଜିଳିକାଟୁ, (ବାଘୁଆବାର୍ତ୍ତା): ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟର ୧୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହା ଓକିଲ ସଙ୍ଘ କାଯ୍ୟଳୟ ପରିସରରେ କୋଭିଡ ନିୟମନୁସାରେ ସଙ୍ଘ ସଭାପତି ଦ୍ବିତିକୃଷ୍ଣ ସାବତଙ୍କ ପୌରହିତରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ବିଚାରପତି ରାଜଶ୍ରୀ ପଟ୍ଟନାୟକ ମୁଖ୍ୟବକ୍ତା, ବରିଷ୍ଠ ଆଇନଜୀବି ନିର୍ମଳ ସାହୁ, ସଙ୍ଘ ଉପସଭାପତି ଉପେନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ, ପ୍ରମୁଖ ମଂଚାସୀନ ଥିଲେ । ଅତିଥିମାନଙ୍କ ଦ୍ୱାରା ପ୍ରଥମେ କେକ୍ କାଟି କାର୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା । ହିଞ୍ଜିଳି କାଟୁରେ ଏକ ସବଜର୍ଜ କୋର୍ଟ ପ୍ରତିଷ୍ଠା ନିମନ୍ତେ ସବୁ ସଦସ୍ୟ ମତ ରଖିଥିଲେ । ସଭାପତି ସାବତ ହିଞ୍ଜିଳିକାଟୁ ଠାରେ ସବଜର୍ଜ କୋର୍ଟ ପ୍ରତିଷ୍ଠା ପର୍ୟ୍ୟନ୍ତ ସଙ୍ଘର ଚେଷ୍ଟା ଜାରି ରହିବ ବୋଲି କହିଥିଲେ । କୋଭିଡ କଟକଣା କୋହଳ ପରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଘ ଭେଟି ସବଜର୍ଜ କୋର୍ଟ ନିମନ୍ତେ ଅବଗତ କରାଯିବ ବୋଲି କିହିଛି । ଆଜିର କାଯ୍ୟକ୍ରମରେ ବରିଷ୍ଠ ଆଇନଜୀବି, ସଙ୍ଘର ସମସ୍ତ ସଦସ୍ୟ କାଯ୍ୟକ୍ରମରେ ଭାଗ ନେଇଥିଲେ । ପ୍ରତିଷ୍ଠା ଦିବସରେ କୋର୍ଟ ପରିସରରେ ସଙ୍ଘର ଆନୁକୂଲ୍ୟରେ ବୃକ୍ଷ ରୋପଣ କରାଯାଇଥିଲା । ବୃକ୍ଷ ରୋପଣ କାଯ୍ୟକ୍ରମରେ ବିଚାରପତି ରାଜଶ୍ରୀ ପଟ୍ଟନାୟକ । ବିଡ଼ିଓ ସୁବ୍ରତ କୁମାର ଜେନା ପୌରପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ, ତହସିଲଦାର ପ୍ରଭାତ କୁମାର ପରିଡା ବୃକ୍ଷ ରୋପଣ କାଯ୍ୟକ୍ରମରେ ଭାଗ ନେଇଥିଲେ । ଶେଷରେ ସମ୍ପାଦକ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!