Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନବମ ଶ୍ରେଣୀ ଛାତ୍ରଙ୍କ କୃତିତ୍ୱ : ଇଣ୍ଡିଆ ବୁକ୍ ରେକର୍ଡରେ ସ୍ଥାନ ପକ୍କା କଲେ ଶୁଭମ

by ସଞ୍ଜୟ ସ୍ୱାଇଁ
July 1, 2021
in Education, State
ନବମ ଶ୍ରେଣୀ ଛାତ୍ରଙ୍କ କୃତିତ୍ୱ : ଇଣ୍ଡିଆ ବୁକ୍ ରେକର୍ଡରେ ସ୍ଥାନ ପକ୍କା କଲେ ଶୁଭମ
70
VIEWS
Share on FacebookShare on Twitter

ଚାନ୍ଦବାଲି, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖେରଙ୍ଗ ପଞ୍ଚାୟତ ରାଉତ ସାହି ଗାଁର ନବମ ଶ୍ରେଣୀର ଛାତ୍ର ଛୋଟ ଭେକ୍ୟୁମ୍ ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକଡ଼ର୍ ଅଧିକାରୀ ହୋଇଛନ୍ତି । ଶୁଭମ୍ ସଫଳତା ପାଇଁ ପରିବାର ଲୋକ ବେସ୍ ଖୁସିଥିବା ବେଳେ ସେ ଜିଲ୍ଲା ଓ ନିଜ ଅଞ୍ଚଳର ସୁମାମ୍ ବଢାଇଛନ୍ତି । ଶୁଭମ୍ ବାସୁଦେବପୁର ନବୋଦୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ସେ ପାଠ ସହିତ ବିଭିନ୍ନ ପ୍ରକାର ଜିନିଷ ତିଆରିକରିବା ତାଙ୍କର ନିଶା । ଏହି ଇଣ୍ଡିଆ ବୁକ୍ ରେକର୍ଡ ପାଇବା ପାଇଁ ସେ ଅନଲାଇନ ରେ ଆବେଦନ କରିଥିଲେ । ଇଣ୍ଡିଆ ବୁକ୍ ଅଫ୍‌ ରେକର୍ଡ ତରଫରୁ ଭୁବନେଶ୍ୱର ଓ ପରେ ଘରେ ବସି ଲାଇଭି ରେ ଶୁଭମ୍ ତିଆରି କରିଥିଲେ ସବୁଠାରୁ ଛୋଟ ଛୋଟ ଭେକ୍ୟୁମ କ୍ଲିନର । ଯାହାର ଲମ୍ବ ୧.୨୧ ସେଣ୍ଟିମିଟର। ତାହା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଚୟନ ହେବାପରେ ତାଙ୍କୁ ପଦକ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏହାକୁ ନେଇ ବେଶ୍ ଖୁସି ଅଛନ୍ତି ଶୁଭମ୍ । ଆଦରକାରି ମୋବାଇଲ ମୋଟର ଓ ଅନ୍ୟାନ୍ୟ ଛୋଟ ଛୋଟ ଅଦରକାରି ଜିନିଷକୁ ନେଇ ଏହି ଛୋଟ ଭେକ୍ୟୁମ କ୍ଲିନର ତିଆରି କରିଛନ୍ତି । ଗରିବ ଘରର ଶୁଭମର ଏପ୍ରକାର କାର୍ୟ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!