Sunday, July 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିନା ଜିମରେ କିପରି ଫିଟ ରୁହନ୍ତି ପ୍ରିୟଙ୍କା

by ସଞ୍ଜୟ ସ୍ୱାଇଁ
July 1, 2021
in Lifestyle, NATIONAL NEWS
ବିନା ଜିମରେ  କିପରି ଫିଟ ରୁହନ୍ତି ପ୍ରିୟଙ୍କା
151
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ନିଜ ଆକ୍ଟିଂ ସହ ଫିଟ୍‌ନେସ୍ ଓ ଷ୍ଟାଇଲ୍‌କୁ ନେଇ ବେଶ୍ ପ୍ରସିଦ୍ଧ। ସେ ସର୍ବଦା ନିଜର ଷ୍ଟନିଂ ଫିଗରକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଅନେକ ଅଭିନେତା ଓ ଅଭିନେତ୍ରୀ ନିଜ ଫିଗରକୁ ମେଣ୍ଟେନ୍ କରିବା ପାଇଁ ଜିମ୍ ଯାଇ ଝାଳ ବୁହାନ୍ତି। ଅନେକ ପରିଶ୍ରମ ମଧ୍ୟ କରନ୍ତି। ତେବେ ପିସି ତଥା ପ୍ରିୟଙ୍କାଙ୍କୁ ଏସବୁ ପସନ୍ଦ ନୁହଁ । ସେ ଜିମ୍ ଯିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ପ୍ରିୟଙ୍କାଙ୍କୁ ଜିମ୍ ଯାଇ ୱର୍କଆଉଟ୍ କରିବା ଜମାରୁ ଭଲ ଲାଗେନି। ସେ ନିଜ ଡାଇଟ୍‌କୁ ନେଇ ପୂରା ଧ୍ୟାନ ରଖନ୍ତି। ଏଥିପାଇଁ ତ କଡା ଡାଇଟ୍ ପ୍ଲାନ୍ ଯୋଗୁଁ ଆକର୍ଷଣୀୟ ଫିଗର କରିପାରିଛନ୍ତି ଦେଶୀ ଗାର୍ଲ। ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ଷ୍ଟନିଂ ଲୁକ୍‌ର ପଛର କାରଣ ରହିଛି ତାଙ୍କ ୱର୍କଆଉଟ ଓ ଡାଇଟ୍ ପ୍ଲାନ୍। ନିଜଙ୍କୁ ଫିଟ୍ ରଖିବା ପାଇଁ ସେ ପ୍ରତି ୨ ଘଣ୍ଟାରେ ପଇଡ ପାଣି ପିଅନ୍ତି। ତାଙ୍କୁ ଚକୋଲେଟ୍ ଓ କେକ୍ ଖାଇବା ଭାରି ପସନ୍ଦ। ନିଜର ସେପ୍ ବଜାୟ ରଖିବା ପାଇଁ ପ୍ରିୟଙ୍କା ସପ୍ତାହରେ ୪ ଦିନ ୱର୍କଆଉଟ୍ କରନ୍ତି। ଯୋଗ, ପ୍ରାଣାୟାମ, ୱେଟ୍ ଟ୍ରେନିଂ ଏବଂ କାର୍ଡିଓ କରନ୍ତି ପିସି। ଏହା ବ୍ୟତୀତ ପ୍ରିୟଙ୍କା ନିଜ ଡାଇଟ୍‌ରେ ସବୁଜ ପନିପରିବା ଏବଂ ଫଳ ସାମିଲ କରିବା ଜମାରୁ ଭୁଲନ୍ତି ନାହିଁ। ସେ ନିଜ ଜଳଖିଆରେ ଦୁଇଟି ଅଣ୍ଡା ଖାଇବା ସହ ଏକ ଗ୍ଲାସ କ୍ଷୀର ପିଅନ୍ତି ପ୍ରିୟଙ୍କା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!