Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସନ୍ନି ଲିଓନିଙ୍କୁ ୟୁଜରଙ୍କ ଧମକ: ‘ତୁମ ଭିଡିଓ ମୋ ପାଖରେ ଅଛି, ଭାଇରାଲ୍ କରି ଦେବି’

by ସଞ୍ଜୟ ସ୍ୱାଇଁ
July 1, 2021
in Lifestyle, NATIONAL NEWS
ସନ୍ନି ଲିଓନିଙ୍କୁ ୟୁଜରଙ୍କ ଧମକ: ‘ତୁମ ଭିଡିଓ ମୋ ପାଖରେ ଅଛି, ଭାଇରାଲ୍ କରି ଦେବି’
216
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବଲିଉଡରେ ବେବି ଡଲ୍ ଭାବରେ ପ୍ରସିଦ୍ଧ ସନ୍ନି ଲିଓନିଙ୍କର ସମସ୍ତେ ଦିୱାନା । ସେ ନିଜର ଲୁକ୍ସ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ନିକଟରେ ଅଭିନେତ୍ରୀ ଟ୍ୱିଟରରେ ତାଙ୍କ ଚମତ୍କାର ଲୁକର ଏକ ଫଟୋ ସେୟାର କରିଥିଲେ। ଯାହାକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି । ତେବେ ଏହି ସମୟ ମଧ୍ୟରେ ଜଣେ ୟୁଜର୍ ସର୍ବସାଧାରଣରେ ସନ୍ନି ଲିଓନିଙ୍କୁ ଧମକ ଦେଇଛନ୍ତି । ସନ୍ନି ଲିଓନି ସୋସିଆଲ୍ ମିଡିଆରେ ଧମକପୂର୍ଣ୍ଣ କମେଣ୍ଟର ସ୍କ୍ରିନସଟ୍ ସେୟାର କରିଛନ୍ତି । ଯେଉଁଥିରେ ୟୁଜର୍ ଅଭିନେତ୍ରୀଙ୍କ ଫଟୋ ଉପରେ କମେଣ୍ଟ୍ ଦେଇ ଲେଖିଛନ୍ତି, ‘ତୁମର କିଛି ଭିଡିଓ ମୋ ପାଖରେ ଅଛି । ଯଦି ତୁମେ ଉତ୍ତର ଦେବ ନାହିଁ ତେବେ ମୁଁ ସେହି ଭିଡିଓକୁ ଭାଇରାଲ୍ କରିଦେବି । ଏହା ମୋର ବଚନ ଏବଂ ମୋର ବଚନ ହିଁ ମୋର ଶାସନ। ‘ ଏହି ଟୁଇଟ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଥି ସହିତ ପ୍ରଶଂସକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ନିକଟରେ ସନ୍ନି ଲିଓନି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ସାଇକେଲ ଚଲାଇଥିବାର ନଜର ଆସିଥିଲେ। ସ୍ୱାମୀ ଡାନିଏଲ ୱେବର ମଧ୍ୟ ସନିଙ୍କ ସହ ନଜର ଆସିଛନ୍ତି । ଭିଡିଓ ସେୟାର କରି ସନ୍ନି କ୍ୟାପସନରେ ଲେଖିଛନ୍ତି, ‘ଧରି ପାରିବ ଯଦି ଧର।’ ୱାର୍କଫ୍ରଣ୍ଟରେ ସନ୍ନି ଲିଓନିଙ୍କୁ ଶେଷ ଥର ପାଇଁ ୱେବ୍ ସିରିଜ୍ ‘ବୁଲେଟ୍’ରେ ଦେଖିବାକୁ ମିଳିଥିଲା । ଏହି ୱେବ୍ ସିରିଜରେ ଅଭିନେତ୍ରୀ କରିସ୍ମା ତନ୍ନା ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ଅନ୍ୟପକ୍ଷରେ ସନ୍ନିଙ୍କୁ ୱେବ୍ ସିରିଜ୍ ‘ଅନାମିକା’ରେ ଦେଖିବାକୁ ମିଳିବ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!