Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ୱାମୀ କଙ୍ଗିପିନ୍-ସ୍ତ୍ରୀ ରାଣି ମହୁମାଛି

by ସଞ୍ଜୟ ସ୍ୱାଇଁ
June 26, 2021
in Crime
ସ୍ୱାମୀ କଙ୍ଗିପିନ୍-ସ୍ତ୍ରୀ ରାଣି ମହୁମାଛି
156
VIEWS
Share on FacebookShare on Twitter

ଚଣ୍ଡିଗଡ଼, (ବାଘୁଆବାର୍ତ୍ତା): ସ୍ୱାମୀ ସେକ୍ସ ର୍ୟାକେଟର କିଙ୍ଗିପିନ୍ ସାଜିଥିବା ବେଳେ ସ୍ତ୍ରୀ ସାଜିଥିଲା ସେକ୍ସ ର୍ୟାକେଟର ରାଣି ମହୁମାଛି । ଯାହା ବେଧଡକ ଭାବେ ଚାଲିଥିବା ବେଳେ ପୁଲିସ୍ ୮ଜଣଙ୍କୁ ଗିରଫ୍ କରାଯାଇଛି । ଏଭଳି ଘଟଣା ଘଟିଛି ଚଣ୍ଡିଗଡ଼ ସଙ୍ଗୁଆନା ବସ୍ତିେରେ । ସୂଚନାନୁସାରେ, ପୁଲିସ୍ ବବଲୀ ନାମକ ଜଣେ ମହିଳା ସଙ୍ଗୁଆନା ବସ୍ତିରେ ଦେହ ବ୍ୟବସାୟ ଚଳାଇଥିବା ସୂଚନ ମିଳିଥିଲା । ଏହା ପରେ ଇନସପେକ୍ଟର ରାଜେନ୍ଦ୍ର ସିଂଙ୍କ ନେତୃତ୍ୱରେ ଆଜି ମହିଳ।।ଙ୍କ ଘେରଉ ହୋଇଥିଲା । ପୁଲିସ୍ ବବଲି, ତାଙ୍କ ସ୍ୱାମୀ ସିଂ, ବିକାଶ ମହାପାତ୍ର, ସାହିଲ, ମନୀସା, ରାଜାବିନ୍ଦ୍ରା ଓ ନାନକପୁରଙ୍କୁ ଆପତ୍ତିଜନକ ଅବସ୍ଥାରେ ସେମାନଙ୍କୁ ପୁଲିସ୍ କାବୁ କରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!