ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପଞ୍ଚାୟତ ନିର୍ବାଚନ ଆଉ କେତେଟା ମାସ ବାକିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ତେଣୁ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ବିଜେଡି ସୁପ୍ରିମୋ ନିଦ୍ଦେର୍ଶ ଦୋଇଛଇ୍ନି । ଏନେଇ ବିଦ୍ଧିବଦ୍ଦ ଘୋଝାଣ କରାଯାଇଛି । ବିକେଡି ଦଳର ବିରିଷ୍ଠା, ନେତାଙ୍କୁ ୩୦ଟି ଜିଲ୍ଲାର ବର୍ତ୍ତମାନ ସୁଦ୍ଧା ଦିଆଯାଇଛି । ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଙ୍କୁ କିଛି ନେତାଙ୍କୁ ଦସ୍ୱବ ଦୁଇଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟୀତ୍ୱ ଦିଆଯାଇଛି । ଅନୁଗୁଳ ଜିଲ୍ଲାର ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର ଜିଲ୍ଲାରୁ ପ୍ରତାପ କେଶରୀ ଦେବ, ବରଗଡ଼ ଜିଲ୍ଲା ସୁଧିର କୁମର ସାମଲ, ଭଦ୍ରକ ଜିଲ୍ଲାର ପ୍ରଣବ ବଳବନ୍ତରାୟ, ବଲାଙ୍ଗିର ଜିଲ୍ଲାର ସୁସାନ୍ତ ସିଂ, ବୌଦ୍ଧ ଜିଲ୍ଲାର ସୌଭାଗ୍ୟ ନାୟକ, କଟକ ଜିଲ୍ଲାର ଉଷା ଦେବୀ, ଦେଓଗଡ ଜିଲ୍ଲାର ସୁସାନ୍ତ ସିଂ, ଢେଙ୍କାନାଳ ଜିଲ୍ଲାର ବିଜୟ ନାୟକ, ଗଜପତି ଅତନୁ ସବ୍ୟସାଚୀ ନାୟକ, ଗଞ୍ଜାମ ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂପୁର ଜିଲ୍ଲାର ସମିର ରଞ୍ଜନ ଦାସ, ଯାଜପୁର ଜିଲ୍ଲାର ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡା ଜିଲ୍ଲାର ସୁବାସ ସିଂ, କଳାହାଣ୍ଡି ଜିଲ୍ଲାର ନବକିଶୋର ଦାସ, କନ୍ଧମାଳ ଜିଲ୍ଲାର ପ୍ରତାପ ଜେନା, କେନ୍ଦ୍ରାପଡା ଜିଲ୍ଲାର ଦେବାଶିଶ ସାମନ୍ତରାୟ, କେଉଁଝର ଜିଲ୍ଲାର ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା ଜିଲ୍ଲାର ପ୍ରମିଳା ମଲ୍ଲିକ, କୋରାପୁଟ ଜିଲ୍ଲାର ଚନ୍ଦ୍ର ସାରଥି ବେହେରା, ମାଲକାନାଗିରି ଜିଲ୍ଲାର ଚନ୍ଦ୍ରସାରଥି ବେହେରା, ମୟୁରଭଞ୍ଜ ଜିଲ୍ଲାର ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର ଜିଲ୍ଲାର ତୁଷାରକାନ୍ତି ବେହେରା, ନୟାଗଡ଼ ଜିଲ୍ଲାର ପଦ୍ମନାଭ ବେହେରା, ନୁଆପଡା ଜିଲ୍ଲାର ଦିବ୍ୟ ଶଙ୍କର ମିଶ୍ର, ପୁରୀ ଜିଲ୍ଲାର ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାୟଗଡ଼ା ଜିଲ୍ଲାର ଅତନୁ ସବ୍ୟସାଚୀ ନାୟକ, ସମ୍ବଲପୁର ଜିଲ୍ଲାର ନିଳକଣ୍ଠ ପ୍ରଧାନ, ସୁବର୍ଣ୍ଣପୁର ପ୍ରଦୀପ କୁମାର ଅମତ, ସୁନ୍ଦରଗଡ ଜିଲ୍ଲାର ପ୍ରିତିରଞ୍ଜନ ଘଡାଇ ।





