Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜ୍ୟୋତିଷଙ୍କ ଘରୁ ୧୮କୋଟି ଟଙ୍କାର ନକଲି ନୋଟ୍ ଜବତ

by ସଞ୍ଜୟ ସ୍ୱାଇଁ
June 23, 2021
in State
ଜ୍ୟୋତିଷଙ୍କ ଘରୁ ୧୮କୋଟି ଟଙ୍କାର ନକଲି ନୋଟ୍ ଜବତ
578
VIEWS
Share on FacebookShare on Twitter

ବିଶାଖାପାଟଣା, (ବାଘୁଆବାର୍ତ୍ତା): ନିଜକୁ ଚାଲାକ୍ ଦେଖାଇ ଘରୁ ରତ୍ନ ପଥର ଓ ନଗଦ ଟଙ୍କା ଚୋରୀ ହୋଇଛି କହି ଥାନାରେ ଏତଲା ଦେଇଥିଲେ ଜ୍ୟୋତିଷ ବେଲାମକୋଣ୍ଡା ମୁରାଲିକୃଷ୍ଣ ଶର୍ମା । ପୁଲିସ୍ ଜ୍ୟୋତିଷଙ୍କ ଅଭିଯୋଗରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କଲା ବେଳେ ଜ୍ୟୋତିଷଙ୍କ ଘରକୁ ଯେତେ ବେଳେ ପୁଲିସ୍ ଗଲା । ସେହି ସମୟରେ ପୁଲିସ୍ ଜ୍ୟୋତିଷଙ୍କ ଘରେ ଜାଲ ନୋଟ୍ ଦେଖିବାକୁ ପାଇଥିଲା । ଗୋଟେ ନୁହେଁ କି ଦୁଇଟା ନୁହେଁ ଗଦା ଗଦା ୨ ହଜାର ଟଙ୍କିଆ ଲାଜ ନୋଟ୍ ଦେଖି ସେଗୁଡିକ ଜବତ କରିଥିଲା । ତଦନ୍ତ ମୋଡ ବଦଳେଇ ଦେଲା ପୁଲିସ୍ । ଜ୍ୟୋତିଷଙ୍କ ଘର ୧୮ କୋଟି ଟଙ୍କାର ଜାଲ ନୋଟ ଜବତ କରିଛି । ଏଭଳି ଘଟଣା ଘଟିଛି ତେଲେଙ୍ଗାନାର ହାଇଦ୍ରାବାଦ ସହର ସ୍ଥିତ ଏଲ.ବି ନଗରରେ । ପୁଲିସ୍ ରତ୍ନ ଚୋରୀ ମମାଲାରେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିଥିବା ବେଳେ ଜାଲ ନୋଟ କାରବାରରେ ଜ୍ୟୋତିଷ ବେଲାମକୋଣ୍ଡା ମୁରାଲିକୃଷ୍ଣ ଶର୍ମାଙ୍କୁ ଥାନାକୁ ନେଇ ପଚରାଉଚରା କରିଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!