ଓଡଗାଁ (ବାଘୁଆବାର୍ତ୍ତା): ଆଜି ସନ୍ଧ୍ୟା ସମୟରେ ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ ନିଜ ଗ୍ଲାମର ବାଇକ ଯୋଗେ କେନାଲ ଛକ ଅଭିମୁଖେ ଯାଉଥିଲେ । ଏହି ସମୟରେ ଏକ ହାୱାଇ ଗାଡି ପଛପଟୁ ମାଡ଼ କରିଥିଲା । ଗୁରୁତର ଫାୟାରମ୍ୟାନ ହେଲେ ନିମାଇଁ ସ୍ୱାଇଁ ତାଙ୍କ ଗ୍ରାମର ଗାଡି ନଂ – ୦୨୨୧-ଇ୦୮୫୮ କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ସେ ନୟାଗଡ଼ ଅଭିମୁଖେ ଆସୁଥିଲେ । ହାୱାଇ ଗାଡି ୦ଡି୦୨ବି-ପି୯୨୬୬ ଫାୟାରମ୍ୟାନଙ୍କ ଗାଡିକୁ ପଛପଟୁ ପିଟିଥିଲା । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ଥିବା ଫାୟାର ମ୍ୟାନକୁ ଡାକ୍ତରଖାନା ପଠାଯାଇଛି ।






