ଭଦ୍ରକ (ବାଘୁଆବାର୍ତ୍ତା): ଭଦ୍ରକ ଟାଉନ ଥାନା ଏ.ଏସ.ଆଇ ବିରକିଶୋର ବେହେରା ସସ୍ପେଣ୍ଡ । ଗତ କିଛି ଦିନ ଧରି ମଦ ମାଗିବା ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ଭଦ୍ରକ ଆରକ୍ଷୀ ଅଧିକ୍ଷକ ତାଙ୍କୁ ସସ୍ପେଣ୍ଡ କରିଛନ୍ତି । କିଛି ଲାଞ୍ଚୁଆ ପୁଲିସ କର୍ମଚାରୀ ମାନଙ୍କ ଲାଗି ବିଭାଗ ବଦନାମ ହୋଇଛି ।