Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୋଟ୍ ଭୟ ଚିନ୍ତା

by ସଞ୍ଜୟ ସ୍ୱାଇଁ
September 20, 2018
in Sports
49
VIEWS
Share on FacebookShare on Twitter

ମହାନଦୀ ପ୍ରସଙ୍ଗ : ଧର୍ମେନ୍ଦ୍ର ଡେରିରେ ବୁଝିଲେ

 

ଭୁବନେଶ୍ୱର (ବାଘୁଆବାର୍ତ୍ତା ବ୍ୟୁ ରୋ): ମହାନଦୀର ଉପରମଣ୍ଡୁ ରେ ବ୍ୟାରେଜ୍ ନିର୍ମାଣ କରି ଛତିଶଗଡ଼ ସରକାର ଭୁଲ୍ କରିଛନ୍ତି । ମହାନଦୀ ଜଳ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ସହିତ ସାଲିସ୍ କରାଯିବ ନାହିଁ । ଛତିଶଗଡ଼ ସରକାର ୨୦୦୦ ହେକ୍ଟର ଜମି ଜଳ ସେଚନ କରିବା ଆଳରେ ସିଡବ୍ଲୁସିକୁ ଅନ୍ଧାରରେ ରଖି ଶିଳ୍ପାନୁଷ୍ଠାନକୁ ଜଳଯୋଗାଣର ବ୍ୟବସ୍ଥା କରିଛନ୍ତି । ଛତିଶଗଡ଼ ଭୁଲ୍ କରିଥିବା କଥା କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ସଂଜିବ ବାଲୟି ।ନ ୍ ସ୍ପଷ୍ଟ ଭାବେ କହି ସାରଛି ନ୍ତ ।ି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମହାନଦୀ ସଂକ୍ରାନ୍ତ ବିବୃତ୍ତିକୁ ଧର୍ମେନ୍ଦ୍ର ନାପସନ୍ଦ କରିଛନ୍ତି । ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ମନ୍ତବ୍ୟ ରଖିଛନ୍ତି । ଦୀର୍ଘଦିନ ଧରି ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରକୁ ବାରମ୍ବାର ଭୁଲ୍ ଦେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହଠାତ୍ ଏଭଳି କାହିଁକି ଆଭିମୁଖ୍ୟ ଗ୍ରହଣ କଲେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି । କେନ୍ଦ୍ରମନ୍ତ୍ରୀଙ୍କ ଏହି ସ୍ୱୀକାରକୁ ରାଜ୍ୟ ବିଜେଡି ସହଜରେ ଗ୍ରହଣ କରିପାରି ନାହିଁ । କେନ୍ଦ୍ରମନ୍ତ୍ରୀ ଆନ୍ତରିକତା କମ୍ ବାଧ୍ୟବାଧକତା ବେଶି ନ୍ୟାୟରେ ଏଭଳି ମନ୍ତବ୍ୟ ରଖିଛନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି ।

ବିଜେଡି କହିଛି ବିଜେପି ବିପର୍ଯ୍ୟୟ ଦେଖି ଏଭଳି ମନ୍ତବ୍ୟ ଦେଇଛି । ବିଜେଡି ପକ୍ଷରୁ କୁହାଯାଇଛି ମହାନଦୀ ଉପରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ରହିଥିବା େଳେ ହଠାତ ୍ ଧମେର୍ନ୍ଦ ଙ୍କ୍ର ର ଏଭଳି ଲେଉଟାଣି କଥା ସମସ୍ତଙ୍କୁ ସନ୍ଦେହ ସୃଷ୍ଟି କରିଛି । ମହାନଦୀର ସରୁ କ୍ଷା ପାଇଁ ବିଜେଡ ି ଯେଉ ଁ ଅଭିଯାନ କରୁଛି ତାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ବର୍ତ୍ତମାନ ସମୟରେ ଛତିଶଗଡ଼ ପାଣି ଅଟକାଉଥିବାରୁ ଆମ ରାଜ୍ୟର ଲୋକମାନେ ପ୍ରଭାବିତ ହେଉଛନ୍ତି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । ଛତିଶଗଡ଼ରେ ବିଜେପି ସରକାର ଥିବାରୁ କେନ୍ଦ୍ର ସରକାର କଠୋର ପଦକ୍ଷେପ ଗ୍ରହଣ କରିପାରୁ ନାହିଁ । ସେଥିପାଇଁ କେନ୍ଦ୍ର ଟାଳଟୁଳ ନୀତି ଗ୍ରହଣ କରୁଛି ଓ ଓଡ଼ିଶାର ହକ୍ ଦାବିକୁ ଶୁଣୁନି ବୋଲି ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛ ।ି ଏତଦବ୍ ୍ୟତୀତ ଓଡଶ଼ି ।ରୁ କେନ୍ଦ୍ରରେ ଦୁଇଜଣ ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀ ଅଛନ୍ତି । କିନ୍ତୁ ସେମାନେ ଓଡିଶ଼ ।ର ସ୍ୱାଥ ର୍ ପାଇ ଁ କେନ୍ଦ ୍ର ସରକାରଙ୍କୁ ପ୍ରଭାବିତ କରିନପାରିବା ଦୁର୍ଭାଗ୍ୟଜନକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ଯେଉଁ ମନ୍ତବ୍ୟ ଦେଉଛନ୍ତି, ଯଦି ଅଢେଇବର୍ଷ ତଳେ ଏହା କହିଥାନ୍ତେ ତେବେ କଥା ଏତେବାଟ ଯାଇନଥାନ୍ତା । ବିଜେପି ଲଗାତର ଭାବେ ପରାଜୟ ହେବା ପରେ କେନ୍ଦ୍ରମନ୍ତ୍ରୀ ବାଧ୍ୟବାଧକତାରେ ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ପ୍ରକାଶଥାଉ କି ଦୁଇବର୍ଷ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ, ଛତିଶଗଡ଼ ଓଡିଶ଼ । ମଧ୍ୟରେ ଆଲୋଚନା, ମହାନଦୀ ଉପରେ ସ୍ୱେତପତ୍ର ପ୍ରଦାନ, ମହାନଦୀ ଉପରେ ଏକକ ଟବ୍ରି ନୁ ।ଲ ଗଠନ କାର୍ଯ୍ୟ କାରୀ କରିବାକୁ ଦେଉଥିବା ମନ୍ତବ୍ୟ ହଠାତ୍ କାହିଁକ ି ବଦଳଯି ।ଇ ଛତଶି ଗଡ ଼ ଉପରେ ଏବେ ଦୋଷ ଲଦଛୁ ନ୍ତି ଏହାକୁ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଛି । ଏହି ଅଭିଭାଷଣ ଭୋଟ ଭୟର ଚିନ୍ତା ଘାରିଛି ବୋଲି ରାଜନେତ÷ କି ପର୍ଯ୍ୟ ବେକ୍ଷକମାନେ ମତ ଦେଇଛନ୍ତି । ରାଜ୍ୟରେ ହୋଇଥିବା ବିଭିନ୍ନ ନିର୍ବାଚନରେ ବିଜେପିର ପରାଜୟକ ୁ ଆଖ ି ଆଗରେ ରଖ ି ଧମେର୍ନ୍ଦ ୍ର ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ବେି ଜଡ ି ପକ୍ଷର ୁ କହୁ ।ଯାଉଛ ।ି ପକ୍ର ତୃ ରେ ଯଦି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମଳି ତି ଉଦ୍ୟମ ହେବ ତେବେ ମହାନଦୀ ପ୍ରସଙ୍ଗର ସମାଧାନ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

Tags: GamesSports

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!