Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋଲିଲା ମଦ ଦୋକାନ, ଦୀପ ଲଗାଇ ମଦକୁ ପୂଜାକଲେ ଗ୍ରାହକ

by ସଞ୍ଜୟ ସ୍ୱାଇଁ
June 15, 2021
in NATIONAL NEWS
ଖୋଲିଲା ମଦ ଦୋକାନ, ଦୀପ ଲଗାଇ ମଦକୁ ପୂଜାକଲେ ଗ୍ରାହକ
124
VIEWS
Share on FacebookShare on Twitter

ମଦୁରାଇ,(ବାଘୁଆବାର୍ତ୍ତା): ମହାମାରୀ କରୋନା ଲକଡାଉନ ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ଥିବା ମଦନ ଦୋକାନକୁ ସୀମିତ ସମୟ ପାଇଁ ଖୋଲିବାକୁ ତାମିଲନାଡୁ ସରକାର ଅନୁମତି ଦେଇଛନ୍ତି। ମଦ ଦୋକାନ ଖୋଲିବା ପରେ ମଦୁରାଇରେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିବା ଭଳି ଘଟଣା ଘଟିଛି। ଜଣେ ବ୍ୟକ୍ତି ମଦ ଦୋକାନ ଖୋଲିବାରୁ ଖୁସିରେ ଆତ୍ମବିଭୋର ହୋଇ ଉଠିଛନ୍ତି। ସେ ଦୋକାନ ଖୋଲିବା ମାତ୍ରେ ଦୀପ ଲଗାଇ ପୂଜା କରିଥିଲେ। ଏହାପରେ ମଦ ବୋତଲ କିଣି ଏହାକୁ ଜଳୁଥିବା ଦୀପ ପାଖରେ ରଖି ପୂଜା କରିଥିଲେ। ଏହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାମିଲନାଡୁ ସରକାର ଜୁଲାଇ ୨୯ ତାରିଖ ଯାଏ ଲକଡାଉନ ବୃଦ୍ଧି କରିଛନ୍ତି। ତେବେ ମଦ ସହ କିଛି ଦୋକାନକୁ ସୀମିତ ସମୟ ପାଇଁ ଖୋଲିବାକୁ ଅନୁମତି ଦିଆଯାଇଛି। ଏହିକ୍ରମରେ ଆଜି ମଦୁରାଇ ସମେତ ବିଭିନ୍ନ ସ୍ଥାନରେ ଥିବା ମଦ ଦୋକାନ ଖୋଲିଥିଲା। ମଦୁରାଇରେ ଦୋକାନ ଖୋଲିବା ପୂର୍ବରୁ ହିଁ ଭିଡ଼ ଜମିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ଦୀପ ଲଗାଇ ପ୍ରଥମେ ପୂଜା କରିଥିଲେ। ଏହାପରେ ଶଟର ଖୋଲିବା ମାତ୍ରେ ସେ ତରବର ହୋଇ ଦୁଇଟି ମଦ ବୋତଲ କିଣିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!