Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଟୋ ଡ୍ରାଇଭର ସାଜିଲେ ମହନୀୟତାର ଉଦାହରଣ

by ସଞ୍ଜୟ ସ୍ୱାଇଁ
June 8, 2021
in State
ଅଟୋ ଡ୍ରାଇଭର ସାଜିଲେ ମହନୀୟତାର ଉଦାହରଣ
128
VIEWS
Share on FacebookShare on Twitter

ସମ୍ବଲପୁର (ବାଘୁଆବାର୍ତ୍ତା): ମହାନତା ଦେଖାଇଲେ ସମ୍ବଲପୁର ଅଟୋ ଡ୍ରାଇଭର । ଯାତ୍ରୀଙ୍କୁ ଫେରାଇ ଦେଲେ ୭ଲକ୍ଷ ଟଙ୍କାରୁ ଅଧିକ ସୁନାଗହଣା । ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର କ୍ଷେତରାଜପୁର ରେଲୱେ ଷ୍ଟେସନ ନିକଟରେ । ନାଗାବଳୀ ଏକ୍ସପ୍ରେସରୁ ଓହ୍ଲାଇଥିଲେ ଟିଟିଲାଗଡ଼ ସହ ବ୍ଲକପଡାର ଦମ୍ପତି ଯୁବରାଜ ବେହେରା ଓ ଚନ୍ଦ୍ରକାନ୍ତି ବେହେରା । ସେଠାରୁ ମହମ୍ମଦ ଅଜିମଙ୍କ ଅଟୋ ଭଡା କରି ରେମେଡ ଛକ ଭଙ୍ଗାମୁଣ୍ଡା ବିହାରିପଡା ନିଜ ଘରକୁ ଯାଇଥିଲେ । ଅଟୋ ଡ୍ରାଇଭର ନିଜ ଘରକୁ ଫେରିବା ବେଳେ ଦେଖିଥିଲେ ଉକ୍ତ ଦମ୍ପତି ତାଙ୍କ ବ୍ୟାଗ ଛାଡ଼ି ଯାଇଛନ୍ତି । ସେହି ବ୍ୟାଗରେ ଥିଲା ଦୁଇଟି ହାର, ଚେନ୍, ମଙ୍ଗଳ ସୂତ୍ର, ୩ଟି ମୁଦ. ସୁନା ଚୁଡ଼ି । ଏହା ଦେଖି ଡ୍ରାଇଭର ଜଣଙ୍କ ସେହି ଦମ୍ପତିଙ୍କ ସହ ଯୋଗାଯୋଗ କରିଥିଲେ । ଏବଂ ତାଙ୍କୁ ତାଙ୍କର ଜିନିଷ ଫେରାଇ ଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!