Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ଲକ୍ଷ ଟଙ୍କା ସହ ବ୍ରାଉନ୍ ସୁଗାର ଜବତ: ୩ ଅଭିଯୁକ୍ତି ଗିରଫ୍

by ସଞ୍ଜୟ ସ୍ୱାଇଁ
June 7, 2021
in Crime, State
ସିନ୍ଦୁରିଆରୁ ବ୍ରାଉନ୍ ସୁଗାର ଜବତ ;୪ ଅଟକ
95
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ରେଙ୍ଗାଲି ପୁଲିସକୁ ମିଳିଛି ବଡ଼ ସଫଳତା । ୧୦ନମ୍ବର ରାଜ୍ୟ ରାଜପଥ ରମ୍ପେଲୋ ନିକଟରୁ ଏକ ଧଳା କାରରେ ବ୍ରାଉନ ସୁଗାର ରୋଚା ଚାଲାଣ ହେଉଥିବା ବେଳେ ଜବତ ହୋଇଛି । ଯାହାର ମୂଲ୍ୟ ୬୨ଗ୍ରାମ ହେବ ବୋଲି ଅମୁମାନ କରାଯାଇଛି । ବ୍ରାଉନ ସୁଗାର ଚୋରା ଚାଲାଣ କରୁଥିବା ଯୋଗୁଁ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍ । ସୂଚନାନୁସାରେ, ସମ୍ବଲପୁର ଜିଲ୍ଲା ୧୦ ନଂ ରାଜ୍ୟ ସରଜପଥର ର ମ୍ପେଲେ ନିକଟରେ ଚେକିଂ କରୁଥିବା ବେଳେ କାରଟି ଦୃତ ଗତିରେ ଆସୁଥିବା ବେଳେ ପ୍ରେଟ୍ରୋଲିଂ ସମୟରେ ଧଳା ରଙ୍ଗର ଏକ କାର ଦୃତ ଗତିରେ କାରଟି ଆସୁଥିବା ଦେଖି ପୁଲିସ୍ ଅଟକାଇ ତନଖି କରିଥିଲା । ଗାଡ଼ି ତନଖୀ କରିବା ପରେ କାର ଭିତରୁ ୬୨ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିବା ସହ ନଗଦ ୫ଲକ୍ଷ ଟଙ୍କା, ହୋଣ୍ଡା ସିଟି କାର ଓ ୪ଟି ମୋବାଇଲ ଫୋନ୍ ଜବତ କରିଛି ରେଙ୍ଗାଲି ପୁଲିସ୍ । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୪ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଥିବା ୩ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!