Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୃଷି କ୍ଷେତ୍ରକୁ ପ୍ରଭାବିତ କରିନି କରୋନା ମାଡ

by ସଞ୍ଜୟ ସ୍ୱାଇଁ
June 6, 2021
in NATIONAL NEWS
କୃଷି କ୍ଷେତ୍ରକୁ ପ୍ରଭାବିତ କରିନି କରୋନା ମାଡ
100
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କରୋନା ମହାମାରୀ ସତ୍ୱେ ଭାରତରେ କୃଷି କ୍ଷେତ୍ରରେ ପ୍ରଦର୍ଶନ ସଠିକ ଭାବରେ ଜାରି ରହିଛି । ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହୋଇଥିଲା ବେଳେ ଏହି କ୍ଷେତ୍ର କରୋନାର ପ୍ରଥମ ଲହରରେ ପ୍ରଭାବିତ ହୋଇନଥିଲା। ଏବେ ପୁଣି ଥରେ କରୋନାର ଦ୍ୱିତୀୟ ଲହର ପ୍ରଭାବ କୃଷି ଉପରେ ପଡ଼ିବ ନାହିଁ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ (କୃଷି) ରମେଶ ଚାନ୍ଦ। ଦେଶର ଅର୍ଥନୀତି ପାଇଁ ଏହା ଏକ ବଡ଼ ଖବର । ସେ ଆହୁରି କହିଛନ୍ତି, ସବସିଡି, ଦାମ ଏବଂ ପ୍ରଦ୍ୟୋଗିକ ଉପରେ ଭାରତର ନୀତି ଧାନ, ଗହମ ପକ୍ଷରେ ଅଧିକ ରହିଛି। ରମେଶ ଚାନ୍ଦ କହିଛନ୍ତି, ଭାରତକୁ ଡାଲି ପାଇଁ କ୍ରୟ ଏବଂ ଏମଏସପି ଉପରେ ନୀତି ତିଆରି କରିବାକୁ ପଡ଼ିବ। ୨୦୨୧-୨୨ରେ କୃଷି କ୍ଷେତ୍ରରେ ବୃଦ୍ଧି ହାର ୩ ପ୍ରତିଶତରୁ ଅଧିକ ରହିବ। ସେପଟେ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ୨୦୨୦-୨୧ ର ଚତୁର୍ଥ ତ୍ରୈମାସିକରେ ଦେଶର ବିକାଶ ହାର ୧.୬ ପ୍ରତିଶତ ରହିଥିଲା। ପୂରା ଆର୍ଥିକ ବର୍ଷ ୨୦୨୦-୨୧ରେ ଭାରତର ଅର୍ଥବ୍ୟବସ୍ଥାରେ ୭.୩ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା। ମିଳିଥିବା ରିପୋର୍ଟ ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶରେ ବିକାଶ ହାର ୪ ପ୍ରତିଶତ ରହିଥିଲା।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!