Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିଜାୟାର କାରରେ ମଦ, ଆସାମୀ ଗିରଫ

by ସଞ୍ଜୟ ସ୍ୱାଇଁ
June 6, 2021
in Crime, State
ଡିଜାୟାର କାରରେ ମଦ, ଆସାମୀ ଗିରଫ
124
VIEWS
Share on FacebookShare on Twitter

ଧର୍ମଶାଳା, (ବାଘୁଆବାର୍ତ୍ତା) : ନିଶା ବେପାରୀଙ୍କ ନୂଆ ତରିକା ଦାମିଦାମି ଗାଡିରେ ବୁହାଯାଉଛି ମଦ, ଗଞ୍ଜେଇ, ବ୍ରାଉନସୁଗାର । ହେଲେ ବେପାରୀଙ୍କଠାରୁ ପୁଲିସ ଆହୁରି ଚାଲାକ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କଏମା ଠାରେ ଚୋରା ମଦ ମାଫିଆଙ୍କ ଉପରେ ଏବେ କଡା ନଜର ରଖିଛି ଧର୍ମଶାଳା ପୁଲିସ । ଆଜି ଭୋର ପାଞ୍ଚଟା ସମୟରେ କାଏମା ଲାଲବାହାଦୁର ସ୍କୁଲ ନିକଟରୁ ଏକ ମାରୁତି ସୁଜୁକି ଡିଜାୟାର ଗାଡି ଯାହାର ନମ୍ବର OD-O5AW-9841 ର ଡିକି ଭିତରେ ପାଖା ପାଖି ଦେଢ଼ ଶହ ଲିଟର ମଦ ଥିବା ଖବର ପାଇଥିଲା ପୋଲିସ୍‌ । ଥାନା ଅଧିକାରୀ ସରୋଜ କୁମାର ସାହୁ ଓ ଅନ୍ୟ ପୋଲିସ ସହଯୋଗୀମାନେ ସେଠାରେ ପହଁଚି ଗାଡିଟିକୁ ଜବତ କରିବା ସହିତ, ଗାଡ଼ି ଚାଳକ ଜିତେନ୍ଦ୍ର ଦାସ (୩୨)କୁ ଗିରଫ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଭୁବନ ଅଞ୍ଚଳର ରାଜୁ ମାଲିକ, ନିର୍ମଳ ମଳିକ, ସୁନାକାର ମଳିକଙ୍କୁ ଏହି ମଦ ଚୋରୀରେ ଲିପ୍ତ ଥିବାରୁ ଗିରଫ କରାଯାଇଥିବା ଜଣାପଡ଼ିଛି । ତେବେ ଧର୍ମଶାଳା ଅଞ୍ଚଳରେ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗୋଟିଏ ମାସରେ ପାଖା ପାଖି ଏକ ହଜାର ମଦ ଜବତ କରିବାରେ ସଫଳ ହାସଲ କରିଛନ୍ତି ଧର୍ମଶାଳା ଥାନା ଅଧିକାରୀ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!