Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାପରେ ଝୁମିଲେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ

by ସଞ୍ଜୟ ସ୍ୱାଇଁ
June 1, 2021
in Entertainment
ରାପରେ ଝୁମିଲେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ
132
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ରାପର କିଙ୍ଗର ବାଦଶାହା ଓ ସଂହଳୀ ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ମ୍ୟୁଜିଲ୍ ଆଲବମ୍ରେ ‘ଗେନ୍ଦା ଫୁଲ’ର କ୍ରେଜ୍ ଏଯାଏଁ ସରିନି । ବିବାହ ବରଯାତ୍ରୀ ହେଉ ବା କୌଣସି ଫଙ୍କସନରେ ଛାଇ ଯାଏ ‘ବଡ ଲୋକର ବେଟି..’ । ଏହି ଗୀତର ତାଳେ ତାଳେ ଡ୍ୟାନ୍ସ କରିବାକୁ ପସନ୍ଦ କରିଥାନ୍ତି ଯୁବପିଢି । ଏହି ଗୀତରେ ଅଭିନୟ କରିଥିବା ସଂହଳୀ ସୁନ୍ଦରୀ ଜ୍ୟାକଲିନ୍ ଓ ରାପର କିଙ୍ଗ ବାଦଶାହାଙ୍କ ଯୋଡିକୁ ବି ଦର୍ଶକ ବେସ ପସନ୍ଦ କରିଛନ୍ତି । ଏବେ ପୁଣିଥରେ ବାଦଶାହାଙ୍କ ରାପରେ ଝୁମିବାକୁ ଯାଉଛନ୍ତି ଜ୍ୟାକଲିନ୍ । ଉଭୟଙ୍କ ଆଉ ଏକ ଦମଦାର ମ୍ୟୁଜିକ୍ ଆଲବମ୍ ‘ପାନି ପାନି’ ଖୁବଶୀଘ୍ର ଆସିବାକୁ ଯାଉଛି । ଉକ୍ତ ମ୍ୟୁଜିକର ଫାଷ୍ଟଲୁକ୍ ରିଲିଜ୍ ହୋଇଛି । ଏଥିରେ ବାଦଶାହା ଓ ଜ୍ୟାକଲିନ୍ ଏଥର ରୋମାଣ୍ଟିକ୍ ଲୁକ୍ ଦେଖିବାକୁ ମିଳିଛି । ସୂଚନାମୁତାବକ ୨୦୦୧ରେ ଫିଲ୍ମ ‘ଆଲାଦିନ’ରୁ ବଲିଉଡ ଡେବ୍ୟୁ କରିଥିଲେ । ଏହାପରେ ସେ ଆଉ ପଛକୁ ବୁଲି ଚାହିଁବାହାନ୍ତି । ଏବେ ବଲିଉଡରେ ସବୁଠାରୁ ବ୍ୟସ୍ତ ଥିବା ଅଭିନେତ୍ରୀଙ୍କ ମଧ୍ୟ ସିଂହଳୀ ସୁନ୍ଦରୀ ଜଣେ । ମହାମାରୀ କରୋନା ପାଇଁ ହୋଇଥିବା ଲକଡାଉନ୍ ପରେ ସେ ତିନି ତିନି ଟି ଫିଲ୍ମ ପାଇଁ ବ୍ୟସ୍ତ ଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!