Sunday, July 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହରିଣକୁ ମାରିଦେଲେ ଲୋକ, ଭାଗବଣ୍ଟାବେଳେ ପହଞ୍ଚିଲା ବନ ବିଭାଗ

by ସଞ୍ଜୟ ସ୍ୱାଇଁ
June 1, 2021
in Crime, State
ହରିଣକୁ ମାରିଦେଲେ ଲୋକ, ଭାଗବଣ୍ଟାବେଳେ ପହଞ୍ଚିଲା ବନ ବିଭାଗ
287
VIEWS
Share on FacebookShare on Twitter

ରାଇରଙ୍ଗପୁର, (ବାଘୁଆବାର୍ତ୍ତା): ଲକ୍ ଡାଉନ ସଟ ଡାଉନରେ ରାସ୍ତାଘାଟ ଶୁନଶାନ ରହୁଛି । ଏହାର ସୁଯୋଗ ନେଉଛନ୍ତି ଶିକାରୀ । ଜଙ୍ଗଲରେ ଦଳ ଦଳ ଶିକାରୀ ବୁଲୁଥିଲା ବେଳେ ବନ୍ୟଜନ୍ତୁ ହେଉଛନ୍ତି ଗାଁ ମୁହାଁ । ଜଙ୍ଗଲରୁ ଗାଁକୁ ପଶି ଆସିଥିବା ଏକ ହରିଣକୁ ପଥରରେ ଛେଚି ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ରାଇରଙ୍ଗପୁର ବନଖଣ୍ଡର ରାଇରଙ୍ଗପୁର ରେଞ୍ଜ ଯୋଡ଼ା ପୋଖରୀ ଗ୍ରାମରେ ଏକ ହରିଣ ପଶି ଆସିବା ଓ ତାକୁ ମାରି ମାଂସ ବଣ୍ଟା ହେବା ଯୋଜନାର ଖବର ପାଇଥିଲା ବନ ବିଭାଗ । ଗ୍ରାମାଞ୍ଚଳ ଥାନା ସହାୟତାରେ ଯୋଡ଼ା ପୋଖରୀ ଗ୍ରାମରେ ଚଢ଼ାଉ କରିଥିଲେ ବନବିଭାଗ କର୍ମଚାରୀ । ତେବେ ପୋଲିସ ଓ ବନ କର୍ମଚାରୀଙ୍କୁ ଦେଖି ଲୋକେ ଫେରାର ହୋଇ ଯାଇଥିଲେ ବି ମୃତ ହରିଣକୁ ଲକ୍ଷ୍ମଣ ଟୁଡୁ ନାମକ ବ୍ୟକ୍ତିଙ୍କ ଘରୁ ଜବତ କରିଛି ବନ ବିଭାଗ । ହରିଣଟି ସାଢେ ଚାରିଫୁଟ ଲମ୍ବା ଓ ଅଢେଇ ଫୁଟ ଉଚ୍ଚତା ଥିବାବେଳେ ଓଜନ ପ୍ରାୟ ବାର କି.ଗ୍ରା. ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!